ବାମନ ଅବକାଶ ହାଇ ସ୍କୁଲ୍ ,ଇଟାମାଟି, 1975 ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ , ଖଣ୍ଡପଡ଼ା ନିକଟସ୍ଥ ସୁନାମୁହିଁ ଡ୍ୟାମ ଠାରେ ଅନୁଷ୍ଠିତ ହୋଇଅଛି, ଏଥିରେ 23ଜଣ ସାଙ୍ଗ ଯୋଗ ଦେଇଥିଲେ ,ସମସ୍ତଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରି ଖୁସି ଅନୁଭବ କରିଥିଲେ ,
ପୂର୍ବତନ ଭୁବନେଶ୍ଵର ବାର ଆସୋସିଏସନର ପ୍ରେସିଡେଣ୍ଟ ଦୁର୍ଗା ମାଧବ ମିଶ୍ର ,ଡାକ୍ତର ନବକିଶୋର ସାହୁ,ସମାଜ ସେବୀ ବିଶ୍ଵନାଥ ମହାପାତ୍ର (ଜଟି),ସମାଜସେବୀ ପ୍ରଦ୍ୟୁମ୍ନ କୁମାର ସାହୁ ଓ ଶିକ୍ଷାବିତ୍ ,ପୂର୍ବତନ ଯବାନ ,ବ୍ୟାଙ୍କ୍ କର୍ମଚାରୀ ,ଆଇନଜୀବୀ,ବ୍ୟବସାୟୀ ,ସମସ୍ତ ସାଙ୍ଗମାନେ ଯୋଗଦେଇଥିଲେ, ଅବସର ସମୟରେ ସମାଜ ର କିଛି ଭଲ କାମ କରିବା ପାଇଁ ନିଷ୍ପତି ନେଇଥିଲେ।