+3 ଦ୍ୱିତୀୟ ବର୍ଷର ଛାତ୍ରୀ ମେଡିକାଲରେ ଜନ୍ମ ଦେଲେ ଛୁଆ, ଯାହାକୁ ନେଇ ଅଂଚଳରେଚର୍ଚ୍ଚା
ନୟାଗଡ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ emargency ପାଇଖାନା ଭିତରେ ମୃତ ଛୁଆ ଜନ୍ମ ଦେଇଛନ୍ତି ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରୀ,ସୂଚନା ଅନୁଯାଇ ଛାତ୍ରୀଜଣକ କନ୍ଧମାଳ ଜିଲ୍ଲା ରାଇକିଆ ଅଂଚଳରୁ ନୟାଗଡ ସ୍ବୟଂଶାସିତ ମହାବିଦ୍ୟାଳୟରଛାତ୍ରୀନିବାସରେ ରହି ପାଠ ପଢୁଥିଲେ,
ଆଜି ସକାଳୁ ଛାତ୍ରୀଙ୍କ ପେଟ କାଟିବାରୁ କଲେଜ କର୍ମଚାରୀ ଏବଂ ତାଙ୍କ ସାଙ୍ଗଙ୍କ ସହିତ ନୟାଗଡ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନେଇ ଚିକିତ୍ସା କରିଥିଲେ, କିଛି ସମୟ ପରେ ଛାତ୍ରୀ ଜଣଙ୍କ emergency ପାଇଖାନା ଘରକୁ ଯାଇ ଏକ ଛୁଆକୁ ଜନ୍ମ ଦେଇଥିଲେ,ଏହାପରେ ଛାତ୍ରୀଙ୍କ ସାଙ୍ଗ କଲେଜ କର୍ତୃପକ୍ଷଙ୍କୁ ଖବର ଦେଇଥିଲେ, ଖବର ପାଇବା ପରେ କଲେଜ ସୁପରିଟେଣ୍ଡ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଛନ୍ତି, ପରିବାର ଲୋକ ଆସିଲା ପରେ ଘଟଣାର ସତ୍ୟତା ଜଣାପଡିବ, ଏହି ଘଟଣା ପ୍ରଘଟ ହେବା ପରେ ନୟାଗଡ ଅଂଚଳରେ ଚର୍ଚ୍ଚା ବିଷୟ ପାଲଟିଛି