Skip to content

5th ଶୁଭମ ମେମୋରିଆଲ ଭଲି ଟୁର୍ନାମେଣ୍ଟ ମଣ୍ଡା ବାଗନ ପଡିଆ ପୁରୁଣା ସହର ଠାରେ ଉଦଘାଟିତ

ମା ଦକ୍ଷିଣ କାଳୀ ଭଲି କ୍ଳବ ପୁରୁଣା ସହରଆନୁକୂଲ୍ୟରେ ମା ଦକ୍ଷିଣ କାଳୀଙ୍କବିଜେ ମଣ୍ଡା ବାଗନ ପଡିଆ ରେ 5th ଶୁଭମ ମେମୋରିଆଲ ଭଲି ଟୁର୍ନାମେଣ୍ଟ ଉଦଘାଟିତ ହୋଇଛି ଏହି ଅବସରରେ ଅପରାହ୍ନ 4ଘଟିକା ସମୟ ରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ତଥା ସମାଜ ସେବି ପ୍ରମୋଦ ପଟ୍ଟନାୟକ ଯୋଗ ଦେଇ ଭଲି ଟୁର୍ନାମେଣ୍ଟ କୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ,

ଉଦଘାଟନ ସନ୍ଧ୍ୟା ରେ ଭଲି ଟୁର୍ନାମେଣ୍ଟ ରେ କୋମଣ୍ଡ ଭଲି କ୍ଳବ ବନାମ ଦୁର୍ଗା ପ୍ରସାଦ ଭଲି କ୍ଳବ ପରସ୍ପର କୁ ଭେଟି ଥିଲେ, ଏହା ଆଜି 17ତାରିଖ ରୁ ଆରମ୍ଭ ହୋଇଆସନ୍ତା 24ତାରିଖ ପର୍ଯ୍ୟନ୍ତ ମ୍ୟାଚ ଖେଳା ଯିବା ନେଇ କ୍ଳବ ର ସଦସ୍ୟ ସୂଚନା ଦେଇ ଥିବା ବେଳେ ଏହିଟୁର୍ନାମେଣ୍ଟ ଉଦଘାଟନ ଅବସର ରେ ମା ଦକ୍ଷିଣ କାଳୀ ଭଲି କ୍ଳବ ର ସଭାପତି ରାଜା ପଟ୍ଟନାୟକ, ଓ ସମ୍ପାଦକ ମାନସ ପ୍ରିତମ ଉପସ୍ଥିତ ଥିବା ବେଳେ କ୍ଳବ ରସମସ୍ତ ସଦସ୍ୟ ଉପସ୍ଥିତ ଥିଲେ

Ad 1