ଅଣ୍ଡାରୁ ଠାରୁ ବି ଅଧିକ ପ୍ରୋଟିନ ଦେଇଥାଏ ଏହି ୫ଟି ସାକାହାରୀ ଖାଦ୍ୟ, ଖାଆନ୍ତୁ ଓ ସବୁବେଳେ ରୁହନ୍ତି ସୁସ୍ଥ

ଏପରି କାହାରି ଘର ନାହିଁ ଯାହା ଘରେ ଅଣ୍ଡା ଲୋକେ ଖାଇ ନ ଥାନ୍ତି I ଅଣ୍ଡା ରୁ ମିଳୁଥିବା ପ୍ରୋଟିନ ଲୋକ ଙ୍କ ପାଁଇ ବିଶେଷ ଲାଭକାରୀ ହେଇଥାଏ I କିନ୍ତୁ ଯେଉଁମାନେ ଅଣ୍ଡା ଖାଇବା କୁ ନ ଚାହୁଁଛନ୍ତି ସେମାନେ ଏହି ସବୁ ସାକାହାରୀ ଖାଦ୍ୟ ଗ୍ରହଣ କରିପାରିବେ I ଏହି ସବୁ ସାକାହାରୀ ଖାଦ୍ୟ ରେ ପ୍ରଚୁର ପରିମାଣ ର ପ୍ରୋଟିନ ରହିଥାଏ I ଏବଂ ଏହା ସ୍ଵାସ୍ତ୍ୟ ପାଁଇ ଲାଭକାରୀ ଅଟେ I ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ ଫଳମୂଳ ରେ ରହିଛି ପ୍ରୋଟିନ I

ଅଣ୍ଡା ରୁ ଅଧିକ ପ୍ରୋଟିନ ରହିଥାଏ ଏହି ସବୁ ସାକାହାରୀ ଖାଦ୍ୟ
ଯଦି ଆପଣ ଙ୍କ ର ଶରୀର ରେ ପ୍ରୋଟିନ କମିଥାଏ ତେବେ ଏହି ସବୁ ଖାଦ୍ୟ ଗ୍ରହଣ କରିପାରିବେ I ତେବେ ଆପଣ ଅଣ୍ଡା କୁ ଭୁଲିଯାଇ ଏହି ସବୁ ସାକାହାରୀ ଖାଦ୍ୟ ମଧ୍ୟ ଗ୍ରହଣ କରିପାରିବେ ଯାହା କି ଲାଭକାରୀ ଅଟେ I

ଡାଲି: ଡାଲି ରେ ଅନେକ ପ୍ରୋଟିନ ରହିଥାଏ ଓ ଅନେକ ଭିଟାମିନ ମଧ୍ୟ ରହିଥାଏ I ଯଦି ଆପଣ ପ୍ରତୋକ ଦିନ ଡାଲି ଖାଉଛନ୍ତି ତେବେ ଏହା ର ସ୍ୱାଦ ଓ ସ୍ଵାସ୍ତ୍ୟ ଉଭୟ ପାଁଇ ଲାଭକାରୀ ଅଟେ I ଏହା ଏକ ପୁଷ୍ଟିକର ଖାଦ୍ୟ ଅଟେ I ଏବଂ ଏହା ଦ୍ୱାରା ଅନେକ ରୋଗ ମଧ୍ୟ ଦୂର ହେଇଥାଏ I

ଗ୍ରୀନ ମଟର: ଥଣ୍ଡା ଦିନ ରେ ଗ୍ରୀନ ମଟର ବିଶେଷ ଲାଭକାରୀ ଅଟେ I ଯାହା ଯେତିକି ସ୍ୱାଦିଷ୍ଟ ସେତିକି ସ୍ଵାସ୍ତ୍ୟ ପାଁଇ ମଧ୍ୟ ଲାଭକାରୀ ଅଟେ I ମଟର ରେ ପ୍ରଚୁର ପରିମାଣ ର ପ୍ରୋଟିନ ଓ ଭିଟାମିନ ରହିଥାଏ I

ଡେୟରୀ: ସାଧାରଣ ଭାବ ରେ ଡେୟରୀ ପ୍ରଡକ୍ଟ ରେ କ୍ଷୀର , ଦହି , ଘିଅ ଓ ପନିର ଆଦି ରେ ପ୍ରଚୁର ପରିମାଣ ର ପ୍ରୋଟିନ ରହିଥାଏ I ଏହା ର ସେବନ ଦ୍ୱାରା ଆପଣ ପ୍ରଚୁର ପରିମାଣ ର ପୋଷକତତ୍ୱ ପାଇପାରିବେ I

ସବୁଜ ପନିପରିବା: ଥଣ୍ଡା ଦିନ ରେ ଗ୍ରୀନ ପନିପରିବା ଖାଇବା ବିଶେଷ ଲାଭକାରୀ ଅଟେ I ଏହି ସବୁ ପନିପରିବା ବର୍ଷ କୁ 12 ମାସ ସେବନ କରିବା ଲାଭକାରୀ ଅଟେ I ଏହି ସବୁ ପନିପରିବା ରେ ପ୍ରଚୁର ପ୍ରୋଟିନ ରହିଥାଏ I

ଡ୍ରାଏ ଫୁଡଡ୍ରାଇ :ଫୁଡ଼ ସେବନ ବିଶେଷ ଲାଭକାରୀ ଅଟେ I ଆପଣ ଜାଣି ନ ଥିବେ କି ଏଥିରେ ପ୍ରଚୁର ପରିମାଣ ର ଇମ୍ୟୁନିଟି ରହିଥାଏ I ଖାସ କରିକି ବାଦାମ ରେ ଥିବା ପ୍ରୋଟିନ ସହଜ ରେ ଶରୀର ରେ ହଜମ ହେଇଯାଇଥାଏ I ଏବଂ ଏହା ର ପୋଷକତତ୍ୱ ଶରୀର ପାଁଇ ଲାଭକାରୀ ଅଟେ I

You might also like
Leave a comment