Skip to content

Nayagarh Today

ଜିଲ୍ଲା ଆଇସେବା ପ୍ରାଧିକରଣ ତରଫରୁ ତାଲିମ୍ ଶିବିର

ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ସଚିବ ଅଞ୍ଚଳି ମଛଖଣ୍ଡଙ୍କ ନିର୍ଦ୍ଦେଶରେ ଜିଲ୍ଲା କାରାଗାର ନୟାଗଡ଼ର ଅନ୍ତେବାସୀଙ୍କ ମଧ୍ୟରୁ ନବନିଯୁକ୍ତ ପାରାଲିଗାଲ ଭଲେଣ୍ଟିଅର ଦୁଇଜଣଙ୍କୁ ନେଇ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରାମୀଣ ଆଇନ୍ ସଚେତନତା… Read More »ଜିଲ୍ଲା ଆଇସେବା ପ୍ରାଧିକରଣ ତରଫରୁ ତାଲିମ୍ ଶିବିର

ଅନଲାଇନ ଉପସ୍ଥାନକୁ ଜିଲ୍ଲା ମିଳିତ ପ୍ରାଥମିକ ଶିକ୍ଷକ ସଂଘର ବିରୋଧ

ନୟାଗଡ଼, ୧୦/୪: ଏପ୍ରିଲ ୧୦ ତାରିଖରୁ ସମଗ୍ର ରାଜ୍ୟରେ ସରକାରଙ୍କ ପକ୍ଷରୁ ଅନ୍‌ଲାଇନରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ନେବା ନିର୍ଦ୍ଦେଶକୁ ନୟାଗଡ଼ ଜିଲ୍ଲା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ଆଜି… Read More »ଅନଲାଇନ ଉପସ୍ଥାନକୁ ଜିଲ୍ଲା ମିଳିତ ପ୍ରାଥମିକ ଶିକ୍ଷକ ସଂଘର ବିରୋଧ

ଆଞ୍ଚଳିକ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ,ଦେବୀପ୍ରସାଦ ନୂତନ ସଭାପତି

ଗଣିଆ – ଗଣିଆରେ କାର୍ଯ୍ୟରତ ଏକମାତ୍ର ପଞ୍ଜିକୃତ ଗଣମାଧ୍ୟମ ସଂସ୍ଥା ଆଞ୍ଚଳିକ ସାମ୍ବାଦିକ ସଂଘର ଏକ ଜରୁରୀ କାଳୀନ ବୈଠକ ସ୍ଥାନୀୟ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଉପସଭାପତି ସରୋଜ କୁମାର… Read More »ଆଞ୍ଚଳିକ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ,ଦେବୀପ୍ରସାଦ ନୂତନ ସଭାପତି

ଓଡ଼ିଆ ପକ୍ଷ ପାଳନ ନେଇ ରକ୍ତ ଦାନ ଶିବିର

ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଆ ପକ୍ଷ ପାଳନ 2025ଅବସର ରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଓଡ଼ିଶା ରକ୍ତ କେନ୍ଦ୍ର ଠାରେ ଜିଲ୍ଲା ରେଡ କ୍ରସ, ରେଡକ୍ରସ ଭଲ୍ୟୁଣ୍ଟି ରର୍ସ ଫୋରମ ଏବଂ… Read More »ଓଡ଼ିଆ ପକ୍ଷ ପାଳନ ନେଇ ରକ୍ତ ଦାନ ଶିବିର

ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର, ୮ମାମଲା ତୁରନ୍ତ ସମାଧାନ

ନୟାଗଡ଼ ସଦର ମହକୁମାରେ ଆଜି ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ , ଆରକ୍ଷୀ ଅଧୀକ୍ଷକ ଏସ ସୁଶ୍ରୀ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ… Read More »ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର, ୮ମାମଲା ତୁରନ୍ତ ସମାଧାନ

ଜିଲ୍ଲା ରେଡକ୍ରସ ଶାଖା ନୟାଗଡ଼ ପକ୍ଷରୁ ବ୍ଲକ ସଭାଗୃହ ରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସସହ ଶୋଭା ଯାତ୍ରା ପାଳିତ

ସୂଚନା ଅନୁଯାୟୀ ଆଜି 8ଘଟିକା ସମୟ ରେ ଜିଲ୍ଲା ରେଡ଼କ୍ରସ ଶାଖା ପକ୍ଷରୁ ବ୍ଲକ ସଭାଗୃହ ରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଛି, ଏହି ଅବସର ରେ ଜିଲ୍ଲା ପାଳଙ୍କ କାର୍ଯ୍ୟା ଳୟ… Read More »ଜିଲ୍ଲା ରେଡକ୍ରସ ଶାଖା ନୟାଗଡ଼ ପକ୍ଷରୁ ବ୍ଲକ ସଭାଗୃହ ରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସସହ ଶୋଭା ଯାତ୍ରା ପାଳିତ

ଶ୍ରୀ ସୃଜନ ପକ୍ଷରୁ ଶ୍ରୀରାମ ନବମୀରେ ଭଜନ ସନ୍ଧ୍ୟା

ନୟାଗଡ଼, ୭/୪: ପବିତ୍ର ଶ୍ରୀରାମ ନବମୀ ଅବସରରେ ଜିଲ୍ଲାର ଅଗ୍ରଣୀ ସଙ୍ଗୀତାନୁଷ୍ଠାନ ଶ୍ରୀ ସୃଜନ ପକ୍ଷରୁ ଏକ ଭଜନ ସମାରୋହ କାର୍ଯ୍ୟକ୍ରମ ଗୁଣ୍ଡିଚା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସଭାପତି ଡ.ବିଜୟ କୁମାର… Read More »ଶ୍ରୀ ସୃଜନ ପକ୍ଷରୁ ଶ୍ରୀରାମ ନବମୀରେ ଭଜନ ସନ୍ଧ୍ୟା

ରେଳ କର୍ତ୍ତୃପକ୍ଷଙ୍କ ଉଦାସୀନତା ପ୍ରତିବାଦରେ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ବିକ୍ଷୋଭ ତଥା ଗଣଧାରଣା ଚେତାବନୀ

ନୟାଗଡ଼,୬/୪: ରେଳ କର୍ତ୍ତୃପକ୍ଷଙ୍କ ଉଦାସୀନତା ପ୍ରତିବାଦରେ ନୟାଗଡ଼ ନାଗରିକ ମଞ୍ଚ କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହିତ ଆଗାମୀ ମଇ ୧୧ ତାରିଖ ଦିନ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ସହିତ ଗଣ ଧାରଣା ଚେତାବନୀ… Read More »ରେଳ କର୍ତ୍ତୃପକ୍ଷଙ୍କ ଉଦାସୀନତା ପ୍ରତିବାଦରେ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ବିକ୍ଷୋଭ ତଥା ଗଣଧାରଣା ଚେତାବନୀ

ଜିଲ୍ଲା କ୍ରୀଡା ବିଭାଗ ପକ୍ଷରୁଜଗନ୍ନାଥ ମନ୍ଦିର ଠାରେ ଓଡ଼ିଆ ପକ୍ଷ ପାଳନ

ନୟାଗଡ଼ ଜିଲ୍ଲା କ୍ରୀଡା ବିଭାଗ ପକ୍ଷରୁ ଆଜି ସକାଳ 6ଘଟିକା ସମୟ ରେ ଜଗନ୍ନାଥ ମନ୍ଦିରଠାରେ ଓଡ଼ିଆ ପକ୍ଷ ପାଳନ କରା ଯାଇଛି, ଏହି ଅବସର ରେ ଅତିରିକ୍ତ ଜିଲାପାଳ ରୋଜିନା ଦାସ, ଉପଜିଲ୍ଲାପାଳ… Read More »ଜିଲ୍ଲା କ୍ରୀଡା ବିଭାଗ ପକ୍ଷରୁଜଗନ୍ନାଥ ମନ୍ଦିର ଠାରେ ଓଡ଼ିଆ ପକ୍ଷ ପାଳନ

ପଞ୍ଚୁ ଦୋଳ ପଡିଆ ସହିଦ ମଣ୍ଡପ ଠାରେ ଶହୀଦ ରଘୁ-ଦିବାକରଙ୍କ ବଳିଦାନ ଦିବସରେ CPI(M) ତରଫ ରୁ ଶ୍ରଦ୍ଧାଞ୍ଜଳୀ

ରଣପୁର ମାଟିର ଯୋଗ୍ୟ ସନ୍ତାନ,ଗର୍ବ ଗୌରବ ତଥା ଅମ୍ଳାନ ଯୁବ ପ୍ରତିଭା ଶହୀଦ ରଘୁ-ଦିବାକର ଙ୍କ ଆଜି ବଳିଦାନ ଦିବସ ରେ ସକାଳ ୧୦ଟା ସମୟରେ ପାର୍ଟି ତରଫରୁ ରଣପୁର ପଞ୍ଚୁଦୋଳ ପଡିଆ ରେ… Read More »ପଞ୍ଚୁ ଦୋଳ ପଡିଆ ସହିଦ ମଣ୍ଡପ ଠାରେ ଶହୀଦ ରଘୁ-ଦିବାକରଙ୍କ ବଳିଦାନ ଦିବସରେ CPI(M) ତରଫ ରୁ ଶ୍ରଦ୍ଧାଞ୍ଜଳୀ