କାଠ ମାଫିଆଙ୍କ ଘରେ ବନ ବିଭାଗ ପକ୍ଷରୁ ଚଢାଉ, ୩ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ କାଠ ଓ ପଟା ଜବତ।
ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭାପୁର ବ୍ଲକ ବଡ଼ସହରା ପଞ୍ଚାୟତ ବାଲିଆ ପଟା ଗ୍ରାମର କାଠ ମାଫିଆ ନରେନ୍ଦ୍ର କୁମାର କରଙ୍କ ଘରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ମାଫିଆ ଜଣଙ୍କ ଫେରାର ଥିବାରୁ ତାଙ୍କୁ!-->…
Read More...
Read More...