ଆସନ୍ତାକାଲି ବଲାଙ୍ଗୀ ପାର୍କରେ ହେବ ଧମାକା, ଲୋକାର୍ପିତ ହେବ ଜଳପ୍ରପାତ
ନୟାଗଡ଼ ସହରରେ ନିର୍ମାଣ କରାଯାଉଥିବା ବିଶ୍ଵ ସ୍ତରୀୟ ବଲାଙ୍ଗୀ ପାର୍କରେ ଆସନ୍ତା କାଲି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ନୟାଗଡ଼ ପୌରପରିଷଦ ପକ୍ଷରୁ ନିର୍ମାଣ କରାଯାଇଥିବା କୃତ୍ରିମ ଜଳପ୍ରପାତ ଏବଂ ପାଥ ୱେକୁ… Read More »ଆସନ୍ତାକାଲି ବଲାଙ୍ଗୀ ପାର୍କରେ ହେବ ଧମାକା, ଲୋକାର୍ପିତ ହେବ ଜଳପ୍ରପାତ