ଓଡଗାଁ ୧ ନମ୍ବର ଜୋନ ପାଣ୍ଡେରୀପଡ଼ାରେ ଅଙ୍ଗନବାଡି କର୍ମୀ ବିଜେଡି ପ୍ରାର୍ଥନୀଙ୍କ ପାଇଁ ପ୍ରଚାର ରେ ସାମିଲ : ନିର୍ବାଚନ କମିଶନଙ୍କୁ ଅଭିଯୋଗ କଲା କଂଗ୍ରେସ

ମାନନୀୟ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଭୁବନେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ଓଡଗାଁ ବ୍ଲକ ୧. ନମ୍ବର ଜିଲ୍ଲା ପରିଷଦ ଜୋନ ବିଜେଡି ପ୍ରାର୍ଥୀଙ୍କ ସହ ପାଣ୍ଡେରିପଡା ପଞ୍ଚାୟତ ଅନ୍ତର୍ଗତ ପାଣ୍ଡେରିପଡା ଗାଁର ଅଙ୍ଗନବାଡି କର୍ମୀ ଶ୍ରୀମତୀ ଗୋମତି ସାହୁ ଓ SHG group CRP ଝୁନୀ ପ୍ରଧାନ ବିଜେଡି ପ୍ରଚାର ଓ ପ୍ରସାର ଅଭିଯାନ ରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇ

ନିର୍ବାଚନ ପ୍ରଚାର କରି ଭୋଟରଙ୍କୁ ପ୍ରଭାବିତ କରି ଆଦର୍ଶ ଆଚରଣ ଵିଧି ଉଲଂଘନ କରିଥିବା ଫୋଟୋଚିତ୍ର ସହ ପ୍ରମାଣ ଦେଉଛୁ, ଆଇନ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅଭିଯୋଗ କରିଛନ୍ତି |

You might also like
Leave a comment