ନୂଆଗାଁ ବ୍ଲକ ପରିସରରୁ ଆରମ୍ଭ ହେଲା ଶ୍ରୀ ମନ୍ଦିର ପରିକ୍ରମା ରଥ
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପରିଶର ରୁ ଆଜି ଶ୍ରୀମନ୍ଦିର ପରିକ୍ରମା ରଥ ଶୁଭାରମ୍ଭ ହୋଇଅଛି. ନୂଆଗାଁ ବ୍ଲକ ଅଧକ୍ଷା ଲଷ୍ମୀପ୍ରିୟା ବେହେରା ଅନୁଷ୍ଠାନିକ ଭାବରେ ପତାକା ଦେଖାଇ ରଥ କୁ ଉଦ୍ଘାଟନ କରିଛନ୍ତି.… Read More »ନୂଆଗାଁ ବ୍ଲକ ପରିସରରୁ ଆରମ୍ଭ ହେଲା ଶ୍ରୀ ମନ୍ଦିର ପରିକ୍ରମା ରଥ