ଡିସେମ୍ବର ୨୭ରୁ ଜିଲ୍ଲାରେ ଧାନକିଣା ଆରମ୍ଭ

ନୟାଗଡ଼ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ
Read More...

ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

ନୟାଗଡ଼ ଷ୍ଟାଡିଅମ ଠାରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ର ପାତି ମେଳା ଉଦଘାଟିତ ହୋଇଛି, ଏହି ମେଳା 5ଦିନ ଧରି 17ତାରିଖ ପର୍ଯ୍ୟନ୍ତ ମେଳା ଅନୁଷ୍ଠିତ ହେବ, ଜିଲ୍ଲା ପାଳ ରବୀନ୍ଦ୍ର ନାଥ ସାହୁ ଙ୍କ ସଭାପତିତ୍ବ ରେ ଏହି
Read More...

ଝିମିଟ ଖେଳରୁ ମହାଭାରତ,କୁମ୍ଭାରପଡା ରେ ଗୋଷ୍ଠି ସଙ୍ଘର୍ଷ, ବୋମା ମାଡ଼ ଓ ଠେଙ୍ଗା ପାହାରରେ 14ଆହାତ

ଗଣିଆ ନିକଟସ୍ଥ କୁମ୍ଭାରପଡ଼ା ଗ୍ରାମରେ ଗତକାଲି ରାତିରେ ପୁର୍ବ ଶତ୍ରୁତା ରୁ ବୋମାମାଡ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଗତ ପଞ୍ଚାୟତ ନିର୍ବାଚନରେ ଗାଁ ର ଦୁଇ ଗୋଷ୍ଠୀ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା।
Read More...

ପରିବେଶ ପ୍ରତି ଚିନ୍ତା ନାହିଁ, ସହର ରେ 14ବାଣ ଦୋକାନ, ଶବ୍ଦ ବାଣ ପ୍ରତି କମୁଛି ଆଗ୍ରହ,, ଜମୁଛି ଭିଡ଼

ବାଣ ଫୁଟାଇବା ଦ୍ୱାରା ପରିବେଶ ପ୍ରଦୂଷିତ ହେଇଥିଲେ ମଧ୍ୟ ଏଥି ପ୍ରତି କାହାର ନିଘା ନାହିଁ, ଆଲୋକ ପର୍ବ ଦୀପାବଳି ପାଇଁ ନୟାଗଡ଼ ସହର ରେ 14ବାଣ ଦୋକାନ ଖୋଲା ଯାଇଛି, ନୟାଗଡ଼ ପୌର ପରିଷଦ ଏଥିପାଇଁ ଅନୁମତି ପ୍ରଦାନ
Read More...

ପିଲାଙ୍କ ବିଜ୍ଞାନ ମେଳା, ୧୦ ପ୍ରକଳ୍ପ ରାଜ୍ୟ ସ୍ତରକୁ ମନୋନୀତ

ଶରଣକୁଳ ତା ୧୧ /୧୧ ( )ଶରଣକୁଳ ଭିକାରି ପଡା ଠାରେ ଥିବା କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ପବ୍ଲିକ ସ୍କୁଲ ପରିସରରେ ତେଇଶିତମ ପିଲାଙ୍କ ବିଜ୍ଞାନ ମେଳା ଶନିବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅଂଶ ଗ୍ରହଣ କରିଥିବା ୧୧୧
Read More...

ବିଜେପିର ସମିତି ସଭ୍ୟ ପ୍ରାର୍ଥୀ ବିଜେଡି ସାମିଲ

ନୟାଗଡ଼,୧୧ା୧୧: ଦିନକୁ ଦିନ ଶକ୍ତିଶାଳୀ ହେଉଛି ବିଜେଡି । ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡିର ଏକ ଗଡ଼ ଭାବେ ପରିଚିତ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତୀ ଆଦର୍ଶ ଓ ବିକାଶ ମୁଳକ କାର‌୍ୟ୍ୟରେ
Read More...

୧୯ କୋଟିରୁ ଉର୍ଦ୍ଧ୍ୱ ପ୍ରକଳ୍ପର ଶିଳାନ୍ୟାସ ନୟାଗଡ଼ ବିକାଶରେ ନୂଆଫର୍ଦ୍ଦ

ସାମାଜିକ କାର୍ଯ୍ୟ ପାଇଁ ନିର୍ମାଣ ହେବ ୪ କଲ୍ୟାଣମଣ୍ଡପସିଟି ଜିଏସଟି ଓ ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଶିଳାନ୍ୟାସ ନୟାଗଡ଼,୧୧ା୧୧: ନୟାଗଡ଼ ସହର ବିକାଶରେ ଆଜି ପୁଣି ଏକ ନୂଆପୃଷ୍ଠା ଯୋଡ଼ି ହୋଇଛି । ନୟାଗଡ଼
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବାର୍ଷିକ ଉତ୍ସବ

ନୟାଗଡ଼ : ନୂଆଗାଁ ବ୍ଲକ ମାଳିସାହି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଏକବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ନୟାଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଦସ୍ୟ ମହମ୍ମଦ ଓମାର୍ ମଲ୍ଲିକ ମୁଖ୍ୟ
Read More...

ଜାତୀୟ ଆଇନ ସେବା ଦିବସ ପାଳିତ

ସମଗ୍ର ଭାରତ ବର୍ଷ ରେ ନଭେମ୍ବର 9ତାରିଖ କୁ ଜାତୀୟ ଆଇନ ସେବା ଦିବସ ରୂପେ ପାଳନ କରାଯାଉଥିବା ବେଳେ ଏହି ଅବସରରେ ନୟାଗଡ଼ ଜିଲ୍ଲା ଓ ଦୌରା ଜଜଏଲକେ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧକ୍ଷ ଶ୍ରୀ ଆନନ୍ଦନାରାୟଣ
Read More...

ନୟାଗଡ କଂଗ୍ରେସର ଜଗନ୍ନାଥ ମନ୍ଦିରରେ ସଂକୀର୍ତନ ସତ୍ୟାଗ୍ରହ

ପୁରୀ ଶ୍ରୀମନ୍ଦିର ଜଗନ୍ନାଥ ଦର୍ଶନ ନିମନ୍ତେ ଚାରି ଦୁଆର ଖୋଲାଯିବା, ରତ୍ନଭଣ୍ଡାର ଖୋଲି ଦିଅଁଙ୍କ ଦୁର୍ଲ୍ଲଭ ଧନସମ୍ପତ୍ତି ଅଳଙ୍କାର ଗଣତି ଏବଂ ରତ୍ନଭଣ୍ଡାର ମରାମତି ଏବଂ ବେଦାନ୍ତ କମ୍ପାନୀ ଦ୍ୱାରା ଅଧିଗ୍ରହଣ କରାଯାଇ
Read More...

ନୂଆଗାଁ ବ୍ଲକ୍ ରେ ମାଣ୍ଡିଆ ଦିବସ ଉପଲକ୍ଷେ କର୍ମଶାଳା

ନୂଆଗାଁ: ନୂଆଗାଁ ବ୍ଲକ୍ ପରିସରରେ ଥିବା ସଦଭାବନା ଗୃହରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ହରିଜନ ଆଦିବାସୀ ମଙ୍ଗଳ ଏବଂ ନୟାଗଡ ମୂଖ୍ୟ ଜିଲ୍ଲା କୃଷି ଅଧିକାରୀ ଙ୍କ ମିଳିତ ସହଯୋଗରେ ମାଣ୍ଡିଆ ଦିବସ ଉପଲକ୍ଷେ ଏକ କର୍ମଶାଳା
Read More...

ବିଜେଡି ରେ ସାମିଲ ହେଲେ ବିରୋଧୀ ଦଳ ନେତା

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ନୟାଗଡ଼ ବ୍ଲକର ଗମ୍ଭାରିଡ଼ିହି ଗ୍ରାମ ପଞ୍ଚାୟତର ଦେଉଳି ଗ୍ରାମର ବିରୋଧୀଦଳ ଆଗଧାଡ଼ିର ନେତାମାନେ ବିଜୁ ଜନତା ଦଳରେ ଯୋଗ ଦେଲେ।
Read More...