ଆତଙ୍କବାଦୀ ଙ୍କ ଦ୍ଵାରା ନିହତ ସହିଦ୍ ମାନଙ୍କ ପ୍ରତି ସିପିଆଇ (ଏମ୍) ଗଭୀର ଶ୍ରଦ୍ଧାଞ୍ଜଳୀ ।

ଅପ୍ରେଲ ୨୨ ତାରିଖ ଦିନ କାଶ୍ମୀର ପ୍ରଦେଶ ର ପେହେଲା ଗ୍ରାମ ପର୍ଯ୍ଯଟନ କ୍ଷେତ୍ର ଠାରେ ନିରସ୍ତ୍ର ଓ ନିରିହ ପର୍ଯ୍ଯଟକ ମାନଙ୍କ ଉପରେ ଆତଙ୍କବାଦୀଙ୍କ ଅମାନୁଷିକ ଆକ୍ରମଣ କୁ ସିପିଆଇ (ଏମ) ତରଫରୁ ତୀବ୍ର ନିନ୍ଦା କରାଯାଇ
Read More...

ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁଜିଲ୍ଲା କୋଟ ସମ୍ମିଳନୀ କକ୍ଷ ରେଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପୁଣ୍ୟ ଜନ୍ମ ତିଥିରେଆଇନ…

ଓଡ଼ିଆ ଅସ୍ମିତା ର ପ୍ରତୀକ ତଥା ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ର ପ୍ରମୁଖ ବିନ୍ଧାଣି ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ୧୭୭ ତମ ପୂଣ୍ୟ ଜନ୍ମତିଥି ରେ ଆଇନଜୀବୀ ଦିବସ ପାଳନ କରିଛି ନୟାଗଡ ଜିଲ୍ଲା ଓକିଲ
Read More...

ଗଣିଆ ପଞ୍ଚାୟତ ସମିତି ଠାରେ ଜିଲ୍ଲା ପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ,

ଗଣିଆ ପଞ୍ଚାୟତ ସମିତି ଠାରେ ଜିଲ୍ଲା ପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି,ଆଜି 24ଗୋଟି ମାମଲା ଗ୍ରହଣ କରାଯାଇଥିଲା, ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ 22ଟି ମାମଲା ରହିଥିବା ବେଳେ ଗ୍ରାମ୍ୟ
Read More...

ଜିଲ୍ଲା ଚେସ ଆସୋସିଏସନର କର୍ମକର୍ତ୍ତା ନିର୍ବାଚନ: ଭାଗିରଥି ସଭାପତି, ଲକ୍ଷ୍ମୀଧର ସମ୍ପାଦକ

ନୟାଗଡ଼,୨୮/୪: ରାଜ୍ୟ ଚେସ ଆସୋସିଏସନର ଅନୁମୋଦନ କ୍ରମେ ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନର ନୂତନ କର୍ମକର୍ତ୍ତା ନିର୍ବାଚନ ନୟାଗଡ଼ କେସି କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସର୍ବସମ୍ମତି କ୍ରମେ ସଭାପତି ରୂପେ
Read More...

ମା ଫାଉଣ୍ଡେସନ ନୟାଗଡ଼ ତରଫରୁଟ୍ରାଫିକ ଛକ ଠାରୁତ୍ରିନାଥ ଛକ ଗାନ୍ଧୀ ମୂର୍ତ୍ତି ପର୍ଯ୍ୟନ୍ତ କ୍ୟାଣ୍ଡେଲ ଶୋଭା ଯାତ୍ରା

ଜାମ୍ମୁ ଓ କାଶ୍ମୀରରପହଲଗାମ୍ ପର୍ଯ୍ୟଟନ ସ୍ଥଳରେ ଗତ 22 ତାରିଖରେ ଆତଙ୍କବାଦୀ ଙ୍କ ବର୍ବରୋଚିତ ଆକ୍ରମଣ ରେ ପ୍ରାଣହରାଇଥିବା 29 ଜଣ ନୀରିହ ଭାରତୀୟ ଙ୍କୁ ମା ' ଫାଉଣ୍ଡେସନ, ନୟାଗଡ଼ ତରଫରୁଆଜି 7ଘଟିକା ସମୟ ରେ
Read More...

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ତରଫରୁ “ଆର୍ଟ ଅଫ୍ ପ୍ଯାରେଣ୍ଟିଂ ” (ଉତ୍ତମ ଅଭିଭାବକ…

ନୟାଗଡ଼ ଜିଲ୍ଲା ପରିଷଦ ସ୍ରୁଜନ ସଭାଗୃହରେ "ଆର୍ଟ ଅଫ୍ ପ୍ଯାରେଣ୍ଟିଂ " ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ର ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଆୟୋଜିତ
Read More...

ମଣ୍ଡଳସ୍ତରୀୟ ‘ ନିଷ୍ଠା ” ପ୍ରଶିକ୍ଷଣ ଶିବିର

ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ନୟାଗଡ଼ ଠାରେ ନୟାଗଡ଼ ମଣ୍ଡଳସ୍ତରୀୟ ପ୍ରଶିକ୍ଷଣ ଶିବିର "ନିଷ୍ଠା - ସମତା ଓ ଅନ୍ତର୍ନିବେଶୀ ଶିକ୍ଷା" 'ଅନୁଷ୍ଠିତ ହୋଇଯାଇଛି। ପାଞ୍ଚ ଦିନ ଧରି
Read More...

ଜିଲାପାଳଙ୍କ ସଦଭାବନା ସଭାଗୃହ ରେ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ସମାରୋହ ପାଳିତ

ସୂଚନା ଅନୁଯାୟୀ ଆଜି 11ଘଟିକା ସମୟ ରେ ଜିଲ୍ଲା ପାଳଙ୍କ ସଦ ଭାବନା ସଭାଗୃହ ରେ ଜିଲ୍ଲା ପ୍ରଶାସନ, ସୂଚନା ଓ ଲୋକ ସମ୍ପର୍କକାର୍ଯ୍ୟାଳୟ ପକ୍ଷରୁ ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ସମାରୋହ
Read More...

ନୟାଗଡ଼ ଜିଲ୍ଲା ଚାଇଲ୍ଡ ପ୍ରୋଟେକ୍ସନ କମିଟିର ବୈଠକ ଅନୁଷ୍ଠିତ

ନୟାଗଡ଼, ୨୫.୦୪.୨୦୨୫: ସେଣ୍ଟର୍ ଫର୍ କାଟାଲାଇଜିଙ୍ଗ ଚେଞ୍ଜ (ସି ଥ୍ରୀ) ତରଫରୁ ନୟାଗଡ଼ ଜିଲ୍ଲାରେ ଚାଇଲ୍ଡ ପ୍ରୋଟେକ୍ସନ କମିଟିର (District Child Protection Committee) ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି
Read More...

ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ କୋଟ ପରିସର ରେ ନୀରବ ପ୍ରାର୍ଥନା

ନୟାଗଡ଼ ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ କୋଟ ପରିସର ରେ 11ଘଟିକା ସମୟ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ନିରବ ପ୍ରାର୍ଥନା କରାଯାଇଥିଲା । ସୂଚନା ଅନୁଯାୟୀ ଜାମ୍ମୁ କାଶ୍ମୀର ଆତଙ୍କୀ ହମଲା ରେ ୨୭ ମୃତାହତ ମାନଙ୍କ ଅମର
Read More...

ସମୂହ ଦୀପଦାନ ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ

ନୟାଗଡ଼, ୨୩/୪: ଗତକାଲି କାଶ୍ମୀରର ପହେଲେଗାଓ ଠାରେ ଆତଙ୍କବାଦୀ ମାନଙ୍କ ଦ୍ୱାରା ଅତ୍ୟନ୍ତ ବର୍ବୋରଚିତ ତଥା ହୃଦୟ ବିଦାରକ ନରସଂହାର ଅତ୍ୟନ୍ତ ଦୁଃଖ ଏବଂ ପରିତାପର ବିଷୟ। ନାମ ଏବଂ ଧର୍ମ ପଚାରି ଯେପରି ୨୭ଜଣ
Read More...

ପିଲାଙ୍କ ମନରେ ପ୍ରେରଣା ଏବଂ ଉତ୍ସାହ ଭରିଥାଏ ବାର୍ଷିକ ଉତ୍ସବ

ନୟାଗଡ଼,୨୩/୪: ପିଲାମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଥିବା ଲୁକ୍କାୟିତ ପ୍ରତିଭା ବାର୍ଷିକ ଉତ୍ସବ ପାଳନ ମାଧ୍ୟମରେ ପରିସ୍ଫୁଟିତ ହେବା ସହିତ ଛାତ୍ରଛାତ୍ରୀଙ୍କ ମନରେ ଭରିଥାଏ ଅଦମ୍ୟ ଉତ୍ସାହ ଏବଂ ପ୍ରେରଣା । ପିଲାମାନଙ୍କ
Read More...