ଜିଲ୍ଲାପାଳଙ୍କ ଅଚାନକ ଗସ୍ତ, ବିଭିନ୍ନ କାର୍ଯ୍ୟର ସମୀକ୍ଷା, ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ାଇଲେ
ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଆଜି ଅଚାନକ ରଣପୁର ଗସ୍ତ କରିଛନ୍ତି। ରଣପୁର ବ୍ଲକର ଗୋପାଳପୁର ପଂଚାୟତ ରେ ବିଭିନ୍ନ କାର୍ଯ୍ୟର ତଦାରଖ କରିବା ସହ ଆଜି 11ଟା ସମୟ ରେ ସମୀକ୍ଷା କରିଛନ୍ତି ।ଗୋପାଳପୁର!-->…
Read More...
Read More...
ଜନସମ୍ପର୍କ ପଦଯାତ୍ରା ଓ ଦଳୀୟ ସମାବେଶ ପ୍ରସ୍ତୁତି
: ରାଜ୍ୟ ସରକାରଙ୍କ ବିଫଳତା ଓ ବିଜେପିର ମିଥ୍ୟା ପ୍ରତିଶୃତିକୁ ପ୍ରସଙ୍ଗ କରି ବିଜେଡି ମଇଦାନକୁ ଓହ୍ଲାଇବ। ଜନସାଧାରଣଙ୍କୁ ଏ ବିଷୟରେ ସଚେତନ କରିବେ ଦଳୀୟ କର୍ମକର୍ତ୍ତା। ଆସନ୍ତା ଅକ୍ଟୋବର ମାସ ୩୦ ତାରିଖ ବୁଧବାର ଦିନ!-->…
Read More...
Read More...
ଶ୍ରୀ ଅନ୍ନ ଅଭିଯାନ ଅନ୍ତର୍ଗତ ବ୍ଳକ ସ୍ତରୀୟ ଖାଦ୍ୟ ମେଳା ଅନୁଷ୍ଠିତ ।
ନୟାଗଡ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଗଣିଆ ଉନ୍ନୟନ କମିଟି ଆନୁକୂଲ୍ୟରେ ତଥା ଜିଲ୍ଲା କୃଷି ଅଧିକାରୀଙ୍କ ସହାୟତାରେ ଶ୍ରୀ ଅନ୍ନ ଯୋଜନା ଅନ୍ତର୍ଗତ ବ୍ଳକ ସ୍ତରୀୟ ଖାଦ୍ୟ ମେଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି!-->…
Read More...
Read More...
ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ।
ନୟାଗଡ଼ ଜିଲ୍ଲା ଗଣିଆ ଗୋଷ୍ଠୀ ଉନ୍ନୟନ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅପରାହ୍ନ 2ଘଟିକା ସମୟ ରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା!-->…
Read More...
Read More...
ରଘୁନାଥ ଜୀଉ ଡିଗ୍ରୀ କଲେଜରେ, ଲକ୍ଷ ଲକ୍ଷ ଟଙ୍କା ହେରଫେର ନେଇ ହୋଇଥିଲା ଅଭିଯୋଗ ।
ନୟାଗଡ଼ ଜିଲ୍ଲା ଗଣିଆରେ ଅବସ୍ଥିତ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟରେ ଲକ୍ଷ ଲକ୍ଷ ଟଙ୍କା ହେରଫେର ହୋଇଥିବା ନେଇ ଅଭିଯୋଗ ହୋଇଥିଲା । କିଛି କୁଜିନେତା କଲେଜକୁ ଆସିଥିବା ଟଙ୍କାକୁ ଆତ୍ମସାତ୍ କରିଥିବା!-->…
Read More...
Read More...
ଅଧା ରହିଗଲା ପ୍ରେମକାହାଣୀ ନାଟକ ମଞ୍ଚସ୍ଥ,ଜ୍ୟୋତିର୍ମୟୀଙ୍କ ଅଭିନୟରେ ଦର୍ଶକ ବିମୋହିତ
କୁମାରାପୁର୍ଣିମା ଉପଲକ୍ଷେ ମା ମଙ୍ଗଳା ନାଟ୍ୟ ସାଂସଦ ଭୋକିଲାପଡା ଗ୍ରାମବାସୀଙ୍କ ଦ୍ଵାରା ଆୟୋଜିତ ନାଟକ ଅଧା ରହିଗଲା ପ୍ରେମ କାହାଣୀ ମଞ୍ଚସ୍ଥ ହୋଇଯାଇଛି l ଏଥିରେ ମୁଖ୍ୟ ଅଭିନେତ୍ରୀ ଜ୍ୟୋତିର୍ମୟୀ ରଥଙ୍କ ଅଭିନୟ!-->…
Read More...
Read More...
ଉତ୍କଳ ଜ୍ୟୋତି ସଂମ୍ମାନ ରେ ସଂମ୍ମାନିତ ହୋଇ ନୟାଗଡ଼ ପାଇଁ ଗୌରବ ଆଣିଲେ ବିଶ୍ୱବିଜିତା
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ନୟାଗଡ ଷଷ୍ଠ ଶ୍ରେଣୀର ଛାତ୍ରୀ ବିଶ୍ୱବିଜିତା ମହାନ୍ତି ଉତ୍କଳଜ୍ୟୋତି ସଂମ୍ମାନରେ ସଂମ୍ମାନିତ ହୋଇ ନୟାଗଡ ପାଇଁ ଗୌରବ ଆଣିଲେ | ଭାରତୀୟ ଶିକ୍ଷାବିକାଶ ସଂସ୍ଥାନ ଦ୍ୱାରା!-->…
Read More...
Read More...
ଜନନାୟକ ନବୀନ ପଟ୍ଟନାୟକ ଜନ୍ମଦିବସ ପାଳିତବିଜେଡି କାର୍ଯ୍ୟାଳୟରେ ରକ୍ତଦାନ ଶିବିର, ୧୦୭ ୟୁନିଟ ସଂଗ୍ରହ
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନନାୟକ ନବୀନ ପଟ୍ଟନାୟକ ୭୯ ବର୍ଷରେ ପାଦ ଥାପିଛନ୍ତି । ତାଙ୍କ ଜନ୍ମଦିନରେ ବିଜେଡି ରାଜ୍ୟର ବିଭିନ୍ନ ସ୍ଥାନରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ଶିବିର ଆୟୋଜନ କରିଛି ।!-->…
Read More...
Read More...
ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ଙ୍କ ରଘୁନାଥ ମନ୍ଦିର ପରିଦର୍ଶନ
ନୂତନ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ଓଡ଼ଗାଁ ଗସ୍ତ ରେ ଆସି ରଘୁନାଥ ଙ୍କୁ ଦର୍ଶନ କରିଛନ୍ତି, ମନ୍ଦିର ପରିସର ବୁଲି ଇତିହାସ ବିଷୟ ରେ ପଚାରି ବୁଝି ଥିଲେ ମନ୍ଦିର ପ୍ରଶାସନ ତରଫରୁ ଫୋଟୋ ଚିତ୍ର ଓ ଉତ୍ତରୀୟ ପ୍ରଦାନ!-->…
Read More...
Read More...
ଚତୁର୍ଥ ଶ୍ରେଣୀ କର୍ମଚାରୀ ର ମାନ୍ୟତା ଦାବୀରେ ପାଚିକା ସହାୟିକା ଙ୍କ ରଣପୁର BEO ଅଫିସି ଘେରାଉ
CITU ନେତୃତ୍ଵରେ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ରଣପୁର ବ୍ଳକ କମିଟି ତରଫରୁ ୧୪ ଦଫା ଦାବୀରେ ବ୍ଳକ ଶିକ୍ଷା ଅଧିକାରୀଙ୍କ ଅଫିସି ଘେରାଉ କରାଯାଇ ଥିଲା।ଦିନ ୧୨ ଘଟିକା ସମୟରେ ପଞ୍ଚୁଦୋଳ ପଡିଆ ସହିଦ୍!-->…
Read More...
Read More...