ଅନ୍ତର୍ଜାତୀୟ ଇନର ହୁଇଲ ଦିବସ ପାଳିତ
ପ୍ରତିବର୍ଷ ଜାନୁଆରୀ 10ତାରିଖ ରେ ପାଳିତ ହୁଏ ଅନ୍ତର୍ଜାତୀୟ ଇନର ହୁଇଲ ଦିବସ, ନୟାଗଡ଼ ଜିଲ୍ଲା ଅଗ୍ରଣୀ ମହିଳା କ୍ଳବ ଇନର ହୁଇଲ କ୍ଳବ ପାଳନ କରିଛି ତାର ଜନ୍ମ ଦିବସ, କ୍ଳବ ର ସଭାପତି ସୌଦାମିନୀ ସ୍ୱାଇଁ ଙ୍କ ତତ୍ୱାବଧାନ ରେ ଜିଲ୍ଲା ର ସମର୍ପଣ ଗୃହ ରେ ଅନ୍ତେବାସୀ ମାନଙ୍କୁ ଖାଦ୍ୟପେୟ ବଣ୍ଟନ କରାଯିବା ସଂଗେ ସଂଗେ ସେମାନଙ୍କ ର ସୁସ୍ଥ ଓ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରାଯାଇଥିଲା,