ଛୁଟିରେ ଗଲେ ସୁଜାତା କାର୍ତ୍ତିକେୟନ By Nayagarh Today On Jun 7, 2024 6ମାସ ଛୁଟି ରେ ଗଲେ ବରିଷ୍ଠ ଆଇଏଏସ ଅଧିକାରୀ ସୁଜାତା କାର୍ତ୍ତିକେୟନ, ନଭେମ୍ବର 26ତାରିଖ ଯାଏଁ ସୁଜାତା ଛୁଟି ରେ ରହିବେ ବୋଲି ଜଣା ପଡିଛି, ଝିଅ ର ଦଶମ ପରୀକ୍ଷା ପ୍ରସ୍ତୁତି କାରଣ ଦର୍ଶାଇ ସେ ଛୁଟି ରେ ରହିଥିବା ଜଣାପଡିଛି Share WhatsAppFacebookFacebook Messenger