ନୂଆଗାଁ ବ୍ଳକ ରେ ଜିଲାପାଳଙ୍କ ଜନ ଶୁଣାଣି, ଶିବିର, 45ମାମଲା ତୁରନ୍ତ ସମାଧାନ

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ପଞ୍ଚାୟତ ସମ୍ମିଳନୀ ଗୃହ ରେ ଜିଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି,ନୟାଗଡ଼ ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଙ୍କ ସଭାପତି ତ୍ବ ରେ ଏହି ଜନ ଶୁଣାଣି ଶିବିର ରେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ,ରାହୁଲ ଜୈନ ଅତିରିକ୍ତ ଜିଲାପାଳ ଦିଲ୍ଲୀପ କୁମାର ବଳ,ଓ ଜିଲାପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବଦତ ପଣ୍ଡା ଉପସ୍ଥିତ ରହିଥିଲେ, ଏହି ଜନ ଶୁଣାଣି ଶିବିର ରେ ମୋଟ 106ଗୋଟି ଅଭିଯୋଗ ଗ୍ରହଣ କରାଯାଇଥିଲା,

ସେଥି ମଧ୍ୟରୁ 98ଗୋଟି ବ୍ୟକ୍ତି ଗତ ମାମଲା ରହିଥିବା ବେଳେ 6ଗୋଟି ଗ୍ରାମ୍ୟ ମାମଲା ରହିଥିଲା, ମୁଖ୍ୟ ମନ୍ତ୍ରୀ ରିଲିଫ ଫଣ୍ଡ ରୁ 2ଜଣକୁ ସହଯୋଗ କରାଯାଇଥିଲା, ଓ 45ଗୋଟି ମାମଲା ର ତୁରନ୍ତ ସମାଧାନ କରାଯାଇଥିଲା, ଆଜି ର ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଡ଼ିଓ, ବ୍ଳକ ଚେୟାର ମ୍ୟାନ, ଓ ବିଭିର୍ନ ଵିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ

You might also like