ନୟାଗଡ଼ ଜିଲ୍ଲାର ସୁନା ଝିଅ ବିଦ୍ୟାବିଜିତାକୁ ” ଅଦ୍ଵିକା” ସମ୍ମାନ

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ମହିଳା ଓ ଶିଶୁ ବିଭାଗ ଦ୍ଵାରା ଆୟୋଜିତ କିଶୋରୀ କିଶୋର ମାନଙ୍କ ସମାବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ନୟାଗଡ଼ ଜିଲ୍ଲା ତରଫରୁ ପ୍ରତିନିଧିତ୍ଵ କରୁଥିବା ସୁଶ୍ରୀ ବିଦ୍ୟା ବିଜିତ ମହାନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ଵାରା “ଅଦ୍ଵିକା” ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

You might also like