ନୟାଗଡ଼ଜିଲ୍ଲା ସଦର ଥାନା ପୋଲିସ ଏକ ମାଙ୍କଡା ବୋଝେଇ ଟ୍ରାକ୍ଟର ଜବତ କରିଛି, ସଦର ଥାନା ଅନ୍ତର୍ଗତ କ୍ରିଦାସ ପୁର ପଞ୍ଚାୟତ କୋଷକା ଅଞ୍ଚଳ ରେ ଦୀର୍ଘ ଦିନ ଧରି ବେଆଇନ ଭାବେ ମାଙ୍କଡା ପଥର ଖଣି ଚାଲି ଆସୁଛି, ପୋଲିସ ଏହି ଖଣି ଉପରେଚଢ଼ାଉ କରିଏକ ଟ୍ରାକ୍ଟର ଜବତ କରିଛି,ଏନେଇ ସଦର ଥାନା ରେ ମାମଲା ରୁଜୁହୋଇଥିବା ସୂଚନା ମିଳିଛି