ପାଣି ପଞ୍ଚାୟତପରୀକ୍ରମା ରଥ କୁ ଶୁଭଆରମ୍ଭ କଲେ ଜିଲାପାଳ

ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପାଣି ପଞ୍ଚାୟତ ପରୀକ୍ରମା ରଥ କୁ ଶୁଭାରମ୍ଭ କଲେ ଜିଲାପାଳ, ରବୀନ୍ଦ୍ର ନାଥ ସାହୁ, ଉକ୍ତ ରଥ ଜିଲ୍ଲା ରେ ଥିବା 25ଟି ପାଣି ପଞ୍ଚାୟତ ଗ୍ରାମ ଗୁଡିକ ପରୀକ୍ରମା କରିବ, ପ୍ରତି ପଞ୍ଚାୟତ ରେ ପହଂଚି ଜନସା ଧାରଣ ଙ୍କୁ ଜଳ ସଂରକ୍ଷଣ ଉପରେ ସଚେତନତାବାର୍ତ୍ତା ଦେବ,

ଏହି କାର୍ଯ୍ୟକ୍ରମ ରେ ସଂମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦମୁଖ୍ୟ ଉର୍ଣ୍ଣୟନ ଅଧିକାରୀ ସୁଚାରୁକୁମାର ବଳ, ଜଳ ସେଚନ ବିଭାଜନ ନିବନ୍ଧକ ଯନ୍ତ୍ରୀ ପ୍ରିତମ ଚେତନ ପଥl ଳ, ସହକାରୀ ଯନ୍ତ୍ରୀ ପ୍ରାଣ ବନ୍ଧୁ ବେହେରା,ସହକାରୀ ନିର୍ବାହୀ ଯନ୍ତ୍ରୀ ଦଶପଲ୍ଲା ସୁମିତ କୁମାର ଜେନା ଓ ଏଷ୍ଟିମେଟର ପାକିଜା ହୁସେନ ପ୍ରମୁଖ ଉପସ୍ଥିତ ରହିଥିଲେ, ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ

You might also like