ବିଜୁ ଛାତ୍ର ଜନତାଦଳ ନୟାଗଡ଼ ଜିଲ୍ଲା ତରଫରୁ କାର୍ଯ୍ୟାନୁଷ୍ଠାନ ଦାବି କରିକାର୍ଯ୍ୟାଳୟ ରେ ଉପଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ

ସୂଚନା ଅନୁଯାୟୀ ଆଜି 11ଘଟିକା ସମୟ ରେବିଜୁ ଛାତ୍ର ଜନତା ଦଳ ପକ୍ଷରୁ ନୟାଗଡ଼ ବ୍ଲକ ବଉଳସାହି+2ଓ+3ମହାବିଦ୍ୟାଳୟ ରେ ଭାରତୀୟ ଜନତା ପାର୍ଟି ତରଫରୁ ଦଳୀୟ କାର୍ଯ୍ୟକ୍ରମ କୁ ନେଇନିନ୍ଦା କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଉପସ୍ଥିତହୋଇ ଉପଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି, ସୂଚନା ମୁତାବକ ଗତକାଲି 10ଘଟିକା ସମୟ ରେନୟାଗଡ଼ ବ୍ଲକ ନୋତର ଗ୍ରାମପଞ୍ଚାୟତ ବଉଳି ସାହି+2ଓ+3ମହାବିଦ୍ୟାଳୟ ପରିସର ରେ ଭାରତୀୟ ଜନତାଦଳ ର ଜିଲ୍ଲା ସଭାପତି ଶ୍ରୀ ତାପସ କୁମାର ମାର୍ଥା କୌଣସି ସାମ୍ବିଧାନିକ ପଦପଦବୀ ରେ ନଥାଇ ଦଳୀୟ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ, ଏହି କାର୍ଯ୍ୟକ୍ରମ ଗୋଟିଏ ଶିକ୍ଷା ଅନୁଷ୍ଠାନ ରେ ହୋଇଥିବା ରୁ ଏହାକୁ ବିଜୁ ଛାତ୍ରଜନତା ଦଳ ତରଫରୁ ଦୃଢ଼ ନିନ୍ଦା କରାଯାଇଛି, ଏଥି ସହିତ ସମ୍ପୃକ୍ତ ଅଧକ୍ଷମାନଙ୍କ ବିରୁଦ୍ଧରେ 24ଘଣ୍ଟା ମଧ୍ୟ ରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କରି ଉପଜିଲ୍ଲାପାଳ ଙ୍କୁ ଦାବି ପତ୍ରପ୍ରଦାନ କରିଛନ୍ତି, ତତ ସହିତ ଏହି ଘଟଣା ଉପରେ କୌଣସି ଆଖି ଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ନିଆ ନଜାଏ ତେବେ ନିକଟ ଭବିଷ୍ୟତରେ କଲେଜ କୁ ତାଲା ପକାଇବା ପାଇଁ ବାଧ୍ୟ ହେବୁ ବୋଲି ବିଜୁ ଛାତ୍ର ଜନତା ଦଳ ସଭାପତି ନୀଳମାଧବ ପଣ୍ଡା ଚେତାବନୀ ଦେବାସହିତ ଗଣ ମାଧ୍ୟମ କୁ ସୂଚନା ଦେଇ ଛନ୍ତି

You might also like