ମାନ୍ୟବର ନ୍ୟାୟ ମୂର୍ତ୍ତିଙ୍କୁ ସମ୍ବର୍ଦ୍ଧନା

ଗତ ସନ୍ଧ୍ୟା ରେ ଉଚ୍ଚ ନ୍ୟାଳୟ ର ମାନ୍ୟବର ନ୍ୟାୟ ମୂର୍ତ୍ତି ମୁରାହରି ଶ୍ରୀ ରମଣ ନୟାଗଡ଼ ର ଅଧିଷ୍ଠାତ୍ରୀଦେବୀ ମା ଦକ୍ଷିଣ କାଳୀ ଙ୍କ ମନ୍ଦିର କୁ ଆସି ପୂଜା ଅର୍ଚନା କରିବା ସହ ମା ଙ୍କ ଆଶ୍ରିବାଦ ଭିକ୍ଷା କରିଥିଲେ, ମନ୍ଦିର ପରିସର ରେ ମନ୍ଦିର ପରିଚାଳନା କମିଟି ର ସଭାପତି ସମାଜ ସେବୀ ପ୍ରମୋଦ ପଟ୍ଟନାୟକ ନ୍ୟାୟ ମୂର୍ତ୍ତି ଙ୍କ ସହ ଧର୍ମିଣୀ ଙ୍କୁ ଉତ୍ତରୀୟ ଓ ମା ଙ୍କ ଫୋଟୋ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ

,ଜିଲ୍ଲା ଦୌରାଜଜ ଶ୍ରୀଯୁକ୍ତ ଆନନ୍ଦ ନାରାୟଣ ମହାରଣା ଓ ଅନ୍ୟl ନ୍ୟ ବିଚାରପତି ଙ୍କ ସମେତ ଓକିଲ ସଙ୍ଘ ସଭାପତି ଆଇନଜୀବୀ ରଣ ଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ, ନ୍ୟାୟ ମୂର୍ତ୍ତି ମା ଙ୍କ ଦର୍ଶନ କରି ଆନନ୍ଦ ପ୍ରକଟକରିବା ସଂଗେ ସଂଗେ ମନ୍ଦିର ପରିଚାଳନା ସମ୍ପର୍କ ରେସବିଶେଷ ଖବର ନେଇ ଥିଲେ

You might also like