ସିଭିଲ ସୋସାଇଟି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ସିଭିଲ ସୋସାଇଟି ନୟାଗଡ଼ ସଦସ୍ୟ ମାନଙ୍କ ଦ୍ୱାରା ଦୁଇଦିନ ଧରି ନୟାଗଡ଼ ଜିଲ୍ଲା ସଦର ମହକୁମା ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି, ନୟାଗଡ଼ ମୁଖ୍ୟ ବଜାର, ଜିଲ୍ଲା ଚିକିତ୍ସାଳୟ, ନୟାଗଡ଼ ଥାନା, ଓ ସରକାରୀ ବାଳିକା ବିଦ୍ୟାଳୟ ସଂମୁଖ ରେ ପଥଚାରୀଙ୍କୁ ଛାୟା ପ୍ରଦାନ ନିମନ୍ତେ ବିଭିର୍ନ ପ୍ରକାର ବୃକ୍ଷ ରୋପଣ ହୋଇଛି,
ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ଅଧକ୍ଷ ଗୋଦାବରୀ ସାହୁ,ଉପାଧକ୍ଷ ଭଗବତୀ ପଟ୍ଟନାୟକ ପରିଚାଳନା କରିଥିଲେ,ଶ୍ରୀକାନ୍ତ ଖଟେଇ ମୁଖ୍ୟ ଉପଦେଷ୍ଟା,ନିରଞ୍ଜନ ମିଶ୍ର ଉପଦେଷ୍ଟା ଧନେଶ୍ୱର ପ୍ରଧାନ ସମ୍ପାଦକ,ବସନ୍ତ କୁମାର ରାଉତ,କୋଷାଧକ୍ଷ ବାଳକୃଷ୍ଣ କର, କୈଳାଶ ପ୍ରଧାନ,ଗୋବିନ୍ଦ ଚନ୍ଦ୍ର ସାହୁଅଜୟ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ