ନୟାଗଡ଼ ବାସୀଙ୍କ ଆଶ୍ରିବାଦ ରେ ପୁଣି ପଞ୍ଚମ ଥର ପାଇଁ ବିଜୟ

ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଭୋଟ ଗଣତି ଶେଷ ପର୍ଯ୍ୟାୟ ରେ ପହଁଚିଛି, ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ପଞ୍ଚମ ଥର ପାଇଁ ବିଜୟୀ ହୋଇଛନ୍ତି, ନିକଟତମ ପ୍ରତିଦ୍ବନ୍ଦୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଙ୍କ
Read More...

ପୋଲିସ ର କଡା ନଜର ରେ ନୟାଗଡ଼, ମାଙ୍କ ଆଶ୍ରିବାଦ ନେଲେ ଏସପି

ସାରା ଦେଶରେ ଆଜି ହେବ ଭୋଟ ଗଣତି.. ସେଥିପାଇଁ ସବୁଆଡେ ଲାଗି ରହିଛି ରାଜ ନୈତିକ ତାତି… ଉଭୟ ଶାସକ ବିରୋଧିଙ୍କ ମଧ୍ୟରେ ଲାଗି ରହିଛି ଛକା ପଞ୍ଜା..ଏତିକି ବେଳେ ବିଭିନ୍ନ ପ୍ରକାର ଅଘଟଣ ଘଟାଇ ନିଜର ମନ୍ଦ ଯୋଜନା କୁ
Read More...

ଜିଲ୍ଲାପାଳ, ଓ ଏସପି ଙ୍କ ସୂଚନା,8ଟି ହଲ ରେ ହେବ ଇଭିଏମ ଗଣତି, ପ୍ରତି ହଲ ରେ 14ଟେବୁଲ ବ୍ୟବସ୍ଥା,

ନୟାଗଡ଼ ଜିଲ୍ଲା ଭୋଟ ଗଣତି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି, ଭୋଟ ଗଣତି ପାଇଁ ହୋଇଥିବା ବ୍ୟବସ୍ଥା ସମ୍ପର୍କ ରେ ଜିଲ୍ଲା ପାଳ ସ୍ୱଧାଦେବ ସିଂ ଓ ଏସପି ରାହୁଲ ଜୈନ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇ
Read More...

ଆସନ୍ତା କାଲି ଭୋଟ ଗଣତି, କଡାକଡି ଟ୍ରାଫିକ ନିୟମ,, ନୋ ପାର୍କିଙ୍ଗ, ଓ ନୋ ହଲଟିଂ ଜୋନ ଘୋଷଣା

ଆସନ୍ତାକାଲି ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ 4ଗୋଟି ବିଧାନ ସଭାନିର୍ବାଚନ ମଣ୍ଡଳୀ ଓ 3ଗୋଟି ସଂସଦୀୟ କ୍ଷେତ୍ର ର ଭୋଟ ଗଣତି ସକାଳ 8ଟା ରୁ ଆରମ୍ଭ ହେବ, ଏଥି ନିମନ୍ତେ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ
Read More...

ଦଶପଲ୍ଲା ସାତ ପାଟଣା ରେ ପୋଲିସ ଓ ବରିଷ୍ଠ ନାଗରିକ ବୈଠକ,

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଏନଏସି ଅନ୍ତର୍ଗତ ସାତପାଟଣା ରେ ପୋଲିସ ଓ ବରିଷ୍ଠ ନାଗରିକ ବୈଠକ ଅନୁଷ୍ଠିତ ହୋଇଛି, ଦଶପଲ୍ଲା ବରିଷ୍ଠ ନାଗରିକ ସଂଗଠନ ସଭାପତି ପ୍ରାଣକୃଷ୍ଣ ବେହେରାଙ୍କ ଆବାହକତ୍ୱ ରେ ଅନୁଷ୍ଠିତ ବୈଠକ ରେ
Read More...

ନୟାଗଡ଼ ଜିଲ୍ଲା ରେ 144ଧାରା ଜାରୀ କଲେ ଜିଲ୍ଲାପାଳ

ନୟାଗଡ଼ ଜିଲ୍ଲା ର 4ଗୋଟି ନିର୍ବାଚନ ମଣ୍ଡଳୀ ରେ ଶାନ୍ତି ଶୃଙ୍ଖଳା ସହିତ ନିର୍ବାଚନ ଶେଷ ହୋଇଛି,ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ଭୋଟ ଗଣତି ଆରମ୍ଭ ହେବ, ସକାଳ 7ଟା ସମୟ ରେ ଭୋଟ ଗଣତି ରେ ସାମିଲ ହୋଇଥିବା
Read More...

ଡ଼ .ବିପିନ ପଟ୍ଟନାୟକ ନୟାଗଡ଼ କଲେଜର ନୂତନ ଅଧ୍ୟକ୍ଷ

ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ତଥା ବରିଷ୍ଠ ଅଧ୍ୟାପକ ଡ. ବିପିନ କୁମାର ପଟ୍ଟନାୟକ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । ପୂର୍ବରୁ
Read More...

ପାରିବାରିକ କଳହର କରୁଣ ପରିଣତି, ଟଙ୍କା ପାଇଁ ବୋହୂକୁ ପିଟିପିଟି ମାରିଦେଲେ ଶାଶୁଘର ଲୋକେ !

ପାରିବାରିକ କଳହର କରୁଣ ପରିଣତି। ଟଙ୍କା ପାଇଁ ବୋହୂକୁ ପିଟିପିଟି ମାରିଦେଲେ ଶାଶୁଘର ଲୋକେ। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଚମ୍ପତିପୁର ଗାଁରେ ଏଭଳି ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତକ ଜଣକ ହେଲେ
Read More...

ଡ଼. ବିପିନ କୁମାର ନୟାଗଡ଼ ସ୍ଵୟଂ ,ଶାସିତ ମହାବିଦ୍ୟାଳୟ ର ନୂତନ ଅଧକ୍ଷ

ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ କୁ ମିଳିଛି ନୂଆ ଅଧକ୍ଷ, କଲେଜ ର ପୂର୍ବ ରୁ ଅଧକ୍ଷ ଥିବା ଅଶ୍ୱିନୀ କୁମାର ନାୟକ ଅବସର ନେଇଛନ୍ତି, ତାଙ୍କ ସ୍ଥାନ ରେ ଡ଼. ବିପିନ କୁମାର ପଟ୍ଟନାୟକ ନୂତନ ଭାବେ ନୟାଗଡ଼ ସ୍ୱୟଂ
Read More...

ଶାନ୍ତି ବଜାୟ ରଖିବାକୁ ଏସପି ଙ୍କ ଆହ୍ୱାନ

ନୟାଗଡ଼ ଜିଲ୍ଲା ରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଉଦ୍ୟମ ଚାଲିଛି, ନୟାଗଡ଼ ଏସପି ରାହୁଲ ଜୈନ ଙ୍କ ନେତୃତ୍ୱ ରେ ନୟାଗଡ଼ ବ୍ଳକ ହରିପୁର ଗାଁ ରେ ଉଭୟ ବିଜେଡି ଓ ବିଜେପି ସମର୍ଥକ ଙ୍କୁ
Read More...

ଏ -1ପାଇ ଥିବା ଏନଏସି ହାଇସ୍କୁଲ ଛାତ୍ର ଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲା ଶିକ୍ଷା ଅଧିକାରୀ

ନୟାଗଡ଼ ଜିଲ୍ଲା ସଦର ମହକୁମା ର ଅଗ୍ରଣୀ ଶିକ୍ଷାଅନୁଷ୍ଠାନ ଏନଏସି ସରକାରୀ ହାଇସ୍କୁଲ ଛାତ୍ର ମିଲନ ପ୍ରସାଦ ସାହୁ ଚଳିତ ମାଟ୍ରିକ ପରୀକ୍ଷା ରେ 544 ନମ୍ବର ରଖି ଏ -1ସ୍ଥାନ ଅଧିକାର କରିଛନ୍ତି, ତାଙ୍କର ଏହି କୃତିତ୍ୱ
Read More...

ପ୍ରବାସୀ ଓଡ଼ିଆ ପାଳିଲେ ଉତ୍କଳ ଦିବସ ଓ ୧୫ ତମ ବାର୍ଷିକ ଉତ୍ସବ

ସାଉଦି ଆରବରେ ଜୁବେଲ ସହରସ୍ଥିତ ପ୍ରବାସୀ ଓଡ଼ିଆ ମାନଙ୍କ ସଂଗଠନ "ଉତ୍କଳିକା" ତରଫରୁ, ୮୯ତମ ଉତ୍କଳ ଦିବସ ଏବଂ ନିଜର ୧୫ ତମ ବାର୍ଷିକ ଉତ୍ସବ ଧୁମ୍ ଧାମ ରେ ପାଳନ କରିଛନ୍ତି। ଏହି ଅବସରରେ କାର୍ଯ୍ୟକ୍ରମ ର ମୁଖ୍ୟ
Read More...