୧୪ବିରୋଧୀ ପରିବାର ବିଜେଡିରେ ସାମିଲ
ନୟାଗଡ଼,୨ା୩ : ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡି ଦିନକୁ ଦିନ ଶକ୍ତିଶାଳୀ ହେଉଛି । ଗତକାଲି ଓଡ଼ଗାଁ ବ୍ଲକ ଗିରିଡ଼ିପଲ୍ଲୀ ପଞ୍ଚାୟତ ଧଝୋଲା ଗ୍ରାମର ୩ ୱାର୍ଡ ସଭ୍ୟଙ୍କ ସହ ୧୫ ପରିବାର ବିଜେଡିରେ ସାମିଲ ହୋଇଥିଲେ । ଆଜି!-->…
Read More...
Read More...
ନନ୍ଦିଘୋରରେ ଲକ୍ଷ୍ମୀ ବସ୍ ବିଶ୍ରାମ ସ୍ଥଳ ଓ ତ୍ରିନାଥ ଠାକୁରଙ୍କ ମନ୍ଦିର ଉଦ୍ଘାଟନ କଲେ ବିଧାୟକ
ନୟାଗଡ଼ ନିର୍ବାଚନ ମଣ୍ଡଳୀ ଓଡ଼ଗାଁ ବ୍ଲକ ନନ୍ଦିଘୋର ପଞ୍ଚାୟତର ଲକ୍ଷ୍ମୀବସ ବିଶ୍ରାମ ସ୍ଥଳର ଉଦ୍ଘାଟନ କରିଛନ୍ତି ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ । ଏହି ବସ୍ ଟର୍ମିନାଲରେ ୫ ଲକ୍ଷ ୯୦ ହଜାର ଟଙ୍କା ବ୍ୟୟ!-->…
Read More...
Read More...
ନୟାଗଡ଼ ମଧୁବୈଶ୍ୟ ସମାଜର ବାର୍ଷିକ ସାଧାରଣ ଅଧିବେଶନ
ନୟାଗଡ଼ ତୁଳସୀପୁର ଠାରେ ଥିବା ମଧୁ ବୈଶ୍ଯ ସମାଜର ୭୮ ତମ ବାର୍ଷିକ ସାଧାରଣ ଅଧିବେଶନ ସଭାପତି ପ୍ରଣବ କୁମାର ବିଶୋଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମଧୁ ବୈଶ୍ଯ ସମାଜର ସମସ୍ତ ସାହିଭାଇ,!-->…
Read More...
Read More...
ରାଜ୍ୟ ସ୍ତରୀୟ ନାଟ୍ୟ ମେଳାର ୩ୟ ସଂଧ୍ୟା : ସଚ୍ଚୋଟ କଳାକାରର ଆତ୍ମଲିପି ‘ମଞ୍ଚମାୟା’ରେ ବିଭୋର ଦର୍ଶକ
ବାସ୍ତବ ଦୁନିଆଁର ସମସ୍ୟା ସବୁବେଳେ ମଞ୍ଚ ଦୁନିଆ କୁ ଆଘାତ କରେ । ମାତ୍ର ମଞ୍ଚ ଦୁନିଆଁ କେବେ ମଧ୍ୟ ବାସ୍ତବ ଦୁନିଆଁକୁ ପ୍ରଭାବିତ କରେନା । ମଞ୍ଚମାୟାରେ କଳାକାରଟି କିପରି ଭୁଲିଯାଏ ନିଜ ସଂସାର କଥା, ନିଜ ଦାୟିତ୍ଵ!-->…
Read More...
Read More...
ରାଜ୍ୟସ୍ତରୀୟ ନାଟ୍ୟମେଳାର ୨ୟ ସଂଧ୍ୟା: ବିମୋହିତ କଲା ସମ୍ବଲପୁରୀ ନାଟକ ‘କେଡ଼ା
ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ୪ର୍ଥ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଦ୍ୱତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ବିମୋହିତ କରିଥିଲା ଏକ ଭିନ୍ନ ସ୍ୱାଦର!-->…
Read More...
Read More...
ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ସ୍ମୁତି ପରିଷଦ ଗଠିତ,
ନୟାଗଡ଼ ସ୍ଥିତ ମୈତ୍ରୀ ସଂସଦ କାର୍ଯ୍ୟାଳୟ ଠାରେ ସମାଜ ସେବୀ ପ୍ରମୋଦ ପଟ୍ଟନାୟକ ଙ୍କ ଅଧକ୍ଷତା ରେ ଓଡ଼ିଶାର ବରପୁତ୍ର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୟାଗଡ଼ ଜିଲ୍ଲା ର ପ୍ରଥମ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ!-->…
Read More...
Read More...
ରାଜ୍ୟସ୍ତରୀୟ ନାଟ୍ୟମେଳା-୨୦୨୪ ଉଦ୍ଘାଟିତ,ମଞ୍ଚସ୍ଥ ହେଲା ନାଟକ ‘ଅରୂପା ରୂପା
ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ଚତୁର୍ଥ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ମାର୍ଚ୍ଚ୧ ତାରିଖ ଶୁକ୍ରବାର ଦିନ!-->…
Read More...
Read More...
ମାର୍ଚ୍ଚ ୫ତାରିଖରେ ବିଜେଡ଼ିର ବିରାଟ ସାଇକେଲ ରାଲି, ୧୦ରେ ମହିଳା ସମାବେଶ
ମାର୍ଚ୍ଚ ୫ ତାରିଖରେ ବିଜୁ ଜୟନ୍ତୀ । ଆଜି ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ନୟାଗଡ଼ ବିଧାୟକ ଡ଼.ଅରୁଣ କୁମାର ସାହୁ ଯୋଗ ଦେଇ ବିଜୁ ଜୟନ୍ତୀ ପାଳନ ସମ୍ପର୍କରେ!-->…
Read More...
Read More...
ବିଧାୟକ ଙ୍କ ଅନୁଦାନ ରେ ନଳ କୂପ ସ୍ଥାପିତ
ଡ଼ ଆମ୍ବେଦକର ମହାସଂଘ ର ସଭାପତି ଶ୍ରୀଯୁକ୍ତ ସୁଧୀର ମୁଖି ,ସମ୍ପାଦକ ଅଖିଳ କୁମାର ନାୟକ ,ସହ ସମ୍ପାଦକ ତ୍ରୀନାଥ ନାୟକ, ମୁଖ୍ୟ ଉପଦେଷ୍ଟା ବିପିନ କୁମାର ଦଳାଇ, ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ଦଳାଇ ,!-->…
Read More...
Read More...
ଅଙ୍ଗନବାଡ଼ି ସହାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ନୟାଗଡ଼ ଅଧିନରେ କାର୍ଯ୍ୟରତ ଘଡୁଆଳ-୨ ଅଙ୍ଗନୱାଡି କେନ୍ଦ୍ରର ସହାୟିକା ସରୋଜିନୀ ଦେଈଙ୍କର ଅବସର ଗ୍ରହଣରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ପ୍ରକଳ୍ପ କାର୍ଯ୍ୟାଳୟରେ ଅନୁଷ୍ଠିତ!-->…
Read More...
Read More...
ସାହିତ୍ୟ ଉତ୍ସବର ପ୍ରସ୍ତୁତି ବୈଠକ ଓ କଣ୍ଠଶିଳ୍ପୀ ପଙ୍କଜ ଉଦାସଙ୍କୁ ଶ୍ରଦ୍ଧାଞ୍ଜଳୀ
ଆଗାମୀ ତିନି ତାରିଖ ନୟାଗଡ଼ ବଲାଙ୍ଗୀ ପାର୍କ ପରିସରରେ ତୃତୀୟ ନୟାଗଡ଼ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଜିଲ୍ଲା ଲେଖକ ପରିଷଦ ସଂପାଦକ ଶେଖ୍ ଅବଦୁଲ୍ ଖାଲିକ୍ ଙ୍କ ଆବାହକତ୍ଵରେ ଏକ ପ୍ରସ୍ତୁତି ବୈଠକ!-->…
Read More...
Read More...
ମାର୍ଚ୍ଚ ୧ରୁ ଚତୁର୍ଥ ରାଜ୍ୟସ୍ତରୀୟ ନାଟ୍ୟମେଳା,ନାଟ୍ୟଗୁରୁ ଏବଂ ଚିତ୍ରାଳୟ ହେବେ ସମ୍ବର୍ଦ୍ଧିତ
ଆସନ୍ତା କାଲି ଅର୍ଥାତ ୧ ମାର୍ଚ୍ଚ ୨୦୨୪ ଠାରୁ ୦୭ ମାର୍ଚ୍ଚ ଯାଏଁ ଦୀର୍ଘ ସାତ ଦିନ ବ୍ୟାପି ରାଜ୍ୟ ସ୍ତରୀୟ ନାଟ୍ୟମେଳା’ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବ । ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା!-->…
Read More...
Read More...