ଉଦଯାପିତ ହେଲା ଗ୍ରୀଷ୍ମକାଳୀନ ଚେସ ପ୍ରଶିକ୍ଷଣ ଶିବିର

ନୟାଗଡ଼,୨୮/୫: ସ୍ଥାନୀୟ ଏନଏସି ହାଇସ୍କୁଲ ଠାରେ ଗତ ୧୬ ତାରିଖରୁ ଆରମ୍ଭ ହୋଇ ଦୀର୍ଘ ୧୨ ଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା ଗ୍ରୀଷ୍ମ କାଳୀନ ଚେସ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି।ନୟାଗଡ଼ ଜିଲ୍ଲା ଚେସ
Read More...

ଆଇନଜୀବୀ ପରିବାର କୁ ଆୟୁଷ୍ମାନ ଯୋଜନା ରେ ଅନ୍ତର୍ଭୁକ୍ତ ଏବଂ ନୟାଗଡ ଜିଲ୍ଲା ରେ ଭିଜିଲାନ୍ସ କୋର୍ଟ ପ୍ରତିଷ୍ଠାନିମନ୍ତେ…

ନୟାଗଡ ଜିଲ୍ଲାର ଓକିଲ ସଙ୍ଘ ସମୂହ ସଭାପତି,ସମ୍ପାଦକ ଏବଂ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଆଜି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ 12ଘଟିକା ସମୟ ରେ ବରିଷ୍ଠ ଆଇନଜୀବୀ ତଥା ଜିଲ୍ଲା ଓକିଲ ସଙ୍ଘ ସଭାପତି ଶ୍ରୀ
Read More...

ମେମୁ ଟ୍ରେନ ପ୍ରଚଳନ ଏବଂ ବଗି ସଂଖ୍ୟା ବୃଦ୍ଧି କରିବା ଦାବିରେ ରେଳ ଷ୍ଟେସନରେ ନାଗରିକ ମଞ୍ଚର ଧାରଣା ଓ ବିକ୍ଷୋଭ…

ନୟାଗଡ଼,୨୫/୫ : ରେଳ କର୍ତ୍ତୃପକ୍ଷଙ୍କ ନୟାଗଡ଼ ଜିଲ୍ଲା ପ୍ରତି କ୍ରମାଗତ ବୈମାତୃକ ମନୋଭାବ ପ୍ରତିବାଦରେ ନୟାଗଡ଼ ନାଗରିକ ମଞ୍ଚ କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହିତ ରେଳ ଷ୍ଟେସନ ସମ୍ମୁଖରେ ଆଜି ପୂର୍ବାହ୍ନରେ ମଞ୍ଚ
Read More...

ମା ଦକ୍ଷିଣକାଳୀ ମନ୍ଦିର ପରିଚାଳନା କମିଟି ନିର୍ବାଚନ,, ସଭାପତି ପ୍ରମୋଦ ପଟ୍ଟନାୟକ

ନୟାଗଡ଼ ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣ କାଳୀ ମନ୍ଦିର ପରିଚାଳନା କମିଟି ନିର୍ବାଚନ ମନ୍ଦିର ପରିସର ରେ ମଙ୍ଗଳବାର ସନ୍ଧ୍ୟା ରେ ଗଠିତହୋଇଛି, ସର୍ବସମ୍ମତିକ୍ରମେ ସମାଜ ସେବୀ ପ୍ରମୋଦ ପଟ୍ଟନାୟକ ସଭାପତି ଭାବେ
Read More...

ମଦର ଆବାସିକ ବିଦ୍ୟାଳୟର ବିଦ୍ୟାଳୟ ପରିସର ରେ ରକାର୍ଯ୍ୟକାରୀ କମିଟି ଗଠିତ

ମଦର ଆବାସିକ ବିଦ୍ୟାଳୟ ର ପରିସରରେ ଆଜି10ଘଟିକା ସମୟ ରେ ସମସ୍ତ ସଦସ୍ୟ ଓ ସଦସ୍ୟା ଙ୍କ ଉପସ୍ଥିତିରେ ମନୋନୀତ ଦ୍ୱାରା କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି, ସଭାପତି, ଚକ୍ରଧର ମାହାଳି, ଉପସଭାପତି, ବିଦ୍ୟାଧର
Read More...

ଗ୍ରୀଷ୍ମକାଳୀନ ଚେସ ପ୍ରଶିକ୍ଷଣ ଶିବିର ଉଦଘାଟିତ

ନୟାଗଡ଼,୧୬/୫: ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ ଅଲ ଓଡ଼ିଶା ଚେସ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଏକ ଗ୍ରୀଷ୍ମକାଳୀନ ଚେସ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଏନଏସି ଉଚ୍ଚ ବିଦ୍ୟାଳୟ ଠାରେ ଉଦଘାଟିତ ହୋଇଯାଇଛି। ଦୀର୍ଘ
Read More...

ସଦର ଥାନା ପରିସର ରେ ନ୍ୟାୟ ବ୍ୟବସ୍ଥା ର ନୂଆ ରୂପ କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼ ସଦରଥାନା ପରିସର ରେ ଆଜି ସନ୍ଧ୍ୟା 6ଘଟିକା ସମୟ ରେ ନ୍ୟାୟ ବ୍ୟବସ୍ଥା ର ନୂଆ ରୂପ କୁ ନେଇସଦର ଥାନା ଅଧିକାରୀ ଶରତ ଚନ୍ଦ୍ର ସେଠି ଙ୍କ ତତ୍ୱାବଧାନ ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି, ଏହି ଅବସର ରେ
Read More...

ବେଆଇନ ପଥର ଖଣିରେ ପୋଲିସର ଚଢାଉ, ୪ ଗିରଫ।

ଖଣ୍ଡପଡ଼ା,୧୩/୫(ଆ.ପ୍ର)-ଖଣ୍ଡପଡ଼ା ତହସିଲ ଅଧିନ ସିଂଘାପଡା ପଞ୍ଚାୟତର ବେଡାଙ୍ଗୀ ପଥରଖଣିରୁ ବେଆଇନ ଭାବେ ବର୍ଷ ବର୍ଷ ଧରି ମାଫିଆ ମାନେ ଡିନାମାଇଟ ସାହାଯ୍ୟରେ ଲଘୁ ଖଣିଜ ସମ୍ପଦ ଲୁଟ କରି ଆସୁଥିବା ନେଇ ପ୍ରଶାସନ
Read More...

ନୂଆଗାଁ ସ୍ୱାସ୍ଥ୍ୟ କେନ୍ଦ୍ରପରିସର ରେ ଅବସର କାଳୀନ ସମ୍ବର୍ଦ୍ଧନା

ନୂଆଗାଁ ବ୍ଲକ ନୂଆଗାଁ ସଦର ମହକୁମାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରେ ଆଜି 1ଘଟିକା ସମୟ ରେ ମନୋରଞ୍ଜନ ସାମଲଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି. ଦୀର୍ଘ ୩୫ବର୍ଷ ଆଟେଡାଣ୍ଟ ଭାବରେ
Read More...

ଡିଏଲଏସଏ ସଚିବ ପୀଡିତା ଙ୍କୁ ସେବା ଅନୁଷ୍ଠାନ ରେ କଲେ ଥଇଥାନ

ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ବେଙ୍ଗେଇ ସାହିର ସଲି ପ୍ରଧାନ ଓ 4ବର୍ଷ ପୁଅକୁ ଆଜି 3ଘଟିକା ସମୟ ରେ କୋଟ ପରିସର ରୁ ନେଇ ସେବା ଅନୁଷ୍ଠାନ ରେ ଜିଲ୍ଲା ଆଇନ ସେବା ପ୍ରlଧିକରଣ ସଚିବ ଅଞ୍ଜଳିମଛଖଣ୍ଡ ଙ୍କ
Read More...

ଡହଡହ ଖରାରେ ରାସ୍ତାକଡ଼ରୁ ବୃଦ୍ଧା ଉଦ୍ଧାର

ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ନିର୍ଦ୍ଦେଶଙ୍କରେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ଓ ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ନୟାଗଡ଼ ଖେଳପଡ଼ିଆର ମୁଖ୍ୟ ପ୍ରବେଶ ପଥର ପାଚେରୀ
Read More...

ସ୍ବର୍ଗତ ଭବାନୀ ଦାଶଙ୍କ ଦ୍ଵାଦଶାହରେ ଶ୍ରଦ୍ଧା ନିବେଦନ

ନୟାଗଡ଼,୧୧/୫: ନୟାଗଡ଼ ରାଜନୀତିର ଜଣେ ବିଚକ୍ଷଣ ରାଜନୀତିଜ୍ଞ, ବରିଷ୍ଠ ସାମ୍ବାଦିକ,ସ୍ପଷ୍ଟବାଦୀ,ନିର୍ଭୀକ, କ୍ରାନ୍ତିକାରୀ ବ୍ୟକ୍ତିତ୍ଵ ତଥା ନୟାଗଡ଼ ଏନଏସିର ତତ୍କାଳୀନ ନଗରପାଳ ଭବାନୀ ଶଙ୍କର ଦାଶଙ୍କ ଦ୍ଵାଦଶାହରେ
Read More...