ମଣ୍ଡି ରେ ଧାନ କିଣାରେ ଅନିଶ୍ଚିତତା ପ୍ରତିବାଦ ରେ ଚାଷି ଆନ୍ଦୋଳନ ମୁଣ୍ଡ ଟେକିଲା

ରଣପୁର ବ୍ଲକ ଅଞ୍ଚଳ ରେ ଲଗାଣ ବର୍ଷା ରେ କ୍ଷତି ଗ୍ରସ୍ତ ଚାଷି ମୁଣ୍ଡ ରେ ହାତ ଦେଇ ଚିନ୍ତା ରେ ବସି ଥିଲାବେଳେ ନଭେମ୍ବର ମାସରେ ଧାନ ମଣ୍ଡି ସରକାର ନ ଖୋଲିବାରୁ ଚାଷି ବାଧ୍ଯ ହୋଇ ଅଭାବି ବିକ୍ରି ର ଶିକାର ହୋଇଛି। ବହୁ…
Read More...

ଓଡିଶା ଆଦର୍ଶ ବିଦ୍ୟାଳୟ ରୁ ବିଧାୟକ ଏବଂ ସାଂସଦ ଙ୍କ କୋଟା କୁ ହଟେଇବା ପାଇଁ ମୁଖ୍ୟ ମନ୍ତ୍ରୀ ଙ୍କୁ ଚିଠି ଲେଖିଲେ…

ଓଡିଶା ଆଦର୍ଶ ବିଦ୍ୟାଳୟ ରେ ବିଧାୟକ ଏବଂ ସାଂସଦ ଙ୍କ କୋଟା ରେ ଛାତ୍ର ଛାତ୍ରୀ ମାନଂକୁ ଆଡ଼ମିସନ କରାଯାଉଛି, ତେଣୁ କରି ଉକ୍ତ କୋଟା କୁ ଉଛେଦ କରିବା ଉଦେଶ୍ୟ ରେ ମୁଖ୍ୟ ମନ୍ତ୍ରୀ ଙ୍କୁ ଦାବି ପତ୍ର ଦେଲେ ନୟାଗଡ଼…
Read More...

ନୟାଗଡ଼ ରେ ଶିଶୁ କନ୍ୟା ଅଲୋଡ଼ା

ନୟାଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟୁବନ୍ଧ କଲ୍ୟାଣ ମଣ୍ଡପ ପାଖରେ ବାଳିକା ନବଜାତ ଶିଶୁ କନ୍ୟା କୁ ଉଦ୍ଧାର କରାଯାଇଛି, ବାଳିକା ନବ ଜାତ ଶିଶୁ କନ୍ୟା କୁ ଗ୍ରାମବାସୀ ଆଜି ଦେଖି ଆଶ୍ଚର୍ଯ୍ୟ ହୋଇଥିବା ବେଳେ, କୌଣସି…
Read More...

ନୟାଗଡ଼ ଜିଲ୍ଲାର ଗାଁ ସାଥି (ମେଟ) ମିଳିତ କ୍ରିୟାନୁଷ୍ଠାନ କମିଟିପକ୍ଷରୁମା ଭୈରବୀଙ୍କ ପୀଠ ରେ ବୈଠକ ଅନୁଷ୍ଠିତ

ପ୍ରତାପପ୍ରସାଦସ୍ଥିତ ମା ଭୈରବୀଙ୍କ ପୀଠ ଠାରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରାମକୃଷ୍ଣ ପାଢୀଙ୍କ ଆହ୍ୱାନ କ୍ରମେସକାଳ 11ଘଟିକା ସମୟ ରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ସମସ୍ତ ୮ଟି ବ୍ଲକର…
Read More...

ଦୋ ମୁହିଁ ନଦୀପଠା ରେ ବାଲିଚଲାଖିଆ ପର୍ବ ଅନୁଷ୍ଠିତ

ଆମ ସଂସ୍କୃତି ଆମ ଏତିହ୍ୟ, ଆମପରମ୍ପରା ନେଇ ଶବର ସଂସ୍କୃତି ଲଳିତା ବିଦ୍ୟା ପତିଙ୍କ ପ୍ରଥମ ସାକ୍ଷାତ ସ୍ଥଳୀ ଦୋ ମୁହିଁ ନଦୀ ପଠା ରେ ବାଲିଚଲାଖିଆ ପର୍ବ ଅନୁଷ୍ଠିତ ହୋଇଛି, ଏଭଳି ନିଆରା ପର୍ବ ବିଶ୍ୱାବସୁ ଗଡ଼ ଭାପୁର…
Read More...

ଦର୍ଶନ’ ର ୨୨ତମ ପୂର୍ତ୍ତି ଉପଲକ୍ଷେ*ନୟାଗଡ଼ ଜିଲ୍ଲା ଶାଖାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

'ଦର୍ଶନ' ର ୨୨ତମ ପୂର୍ତ୍ତି ଉପଲକ୍ଷେ*ନୟାଗଡ଼ ଜିଲ୍ଲା ଶାଖାର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଜିଲ୍ଲାର ନୟାଗଡ ବ୍ଳକ୍ ଇଟାମାଟି ସ୍ଥିତ ଜୟ ଜଗନ୍ନାଥ କଲ୍ୟାଣ ମଣ୍ଡପ ଠାରେ ଆଜି ପୂର୍ବାହ୍ନ ୧୧ ଘଟିକାରେ ଦୈନିକ ଖବରକାଗଜ…
Read More...

ଗଣିଆ ଲଙ୍କା ପୋଡ଼ି ଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଗଣିଆ ଲଙ୍କା ପୋଡ଼ି ଯାତ୍ରାର ପ୍ରସ୍ତୁତି ବୈଠକ ସ୍ଥାନୀୟ ରଘୁନାଥ ଜୀଉ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଯାତ୍ରା ପରିଚାଳନା ପାଇଁ ସର୍ବସମ୍ମତିକ୍ରମେ ଏକ ନୂତନ କମିଟି ଗଠନ କରାଯାଇଥିଲା । ଏହି କମିଟିରେ…
Read More...

ତ୍ରିକୂଟ ମହାବୀର ପୀଠ ରେହନୁମାନ ଯଂଜ୍ଞ ଅନୁଷ୍ଠିତ

ତ୍ରିକୂଟ ମହାବୀର ପୀଠ ରେ ତିନିଦିନ ଧରି ଚାଲିଥିବା ହନୁମାନ ଯଂଜ୍ଞ ଆଜି ପୂର୍ଣ୍ଣାହୁତି ହୋଇଛି, ନୟାଗଡ଼ ସହର ର ଯଯାଙ୍ଗି ସାହି ରେ ପୂଜା ପାଉଥିବା ତ୍ରିକୂଟ ମହାବୀର ପୀଠ ରେ ବ୍ରାହ୍ମଣ ସମାଜ ପକ୍ଷରୁ ଗତ 22ବର୍ଷ ହେଲା…
Read More...

ସର୍ବ ଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ନୟାଗଡ଼ କପ ନୟାଗଡ଼ ଖେଳ ପଡିଆରେ ଉଦଘାଟିତ, ଯୋଗ ଦେଲେ ବିଧାୟକ

ସୂଚନା ଅନୁସାରେ ଆଜି 3ଘଟିକା ସମୟ ରେ ନୟାଗଡ଼ ଖେଳ ପଡିଆ ଠାରେ 786ୟୁଥ କ୍ଲବ, ନୟାଗଡ଼ କ୍ଲବ, ନୟାଗଡ ମର୍ଣ୍ଣିଙ୍ଗ କ୍ଲବ, ଜିଲ୍ଲା ଆଥଲେଟିକ ଆସୋସିଏସନ ମିଳିତ ଆନୁକୂଲ୍ୟରେ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ନୟାଗଡ଼…
Read More...

ରଘୁବରଙ୍କୁ କାହିଁକି ତଣ୍ଟିଆ ମାରିଲା ବିଜେପି : ଅରୁଣ

ନୟାଗଡ଼,୧୨ା୧: ରାଜ୍ୟର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଝାରଖଣ୍ଡ ଫେରି ଯାଇଛନ୍ତି । ଏହା ପରେ ସେ ପୁଣି ଥରେ ବିଜେପିରେ ଯୋଗ ଦେଇଛନ୍ତି । କାର‌୍ୟ୍ୟକାଳ ପୂର୍ବରୁ ସେ ରାଜ୍ୟପାଳ ପଦରୁ ହଟିଥିଲେ ମଧ୍ୟ ରାଜ୍ୟରେ ତାଙ୍କ…
Read More...

ଓଡ଼ଗାଁ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ

ଓଡ଼ଗାଁ ରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଆଜି ମୋଟ 85 ଗୋଟି ମାମଲା ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ବ୍ୟକ୍ତି ଗତ 77 ଗୋଟି ମାମାଲା ରହିଥିବା ବେଳେ ଗ୍ରାମ୍ୟ ବିବାଦ8ଗୋଟି…
Read More...

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ର ବିଂଶତମ ବାର୍ଷିକ ଉତ୍ସବ ଓ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ…

ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସ୍ବାମୀ ବିବେକାନନ୍ଦଙ୍କ ୧୬୩ ତମ ଜୟନ୍ତୀ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ମହାସମାରୋହରେ ପାଳିତ ହୋଇ…
Read More...