ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଅରୁଣଙ୍କ ଗୁରୁମନ୍ତ୍ର

ନୟାଗଡ଼,୫ା୧୦ : ନୟାଗଡ଼ ବିଜୁ ଜନତା ଦଳ କାର‌୍ୟ୍ୟାଳୟରେ ପଦଯାତ୍ରା ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ ।
Read More...

ବାଲିଆ ଠାରେ ସିପିଆଇ (ଏମ) ର ରଣପୁର ୫ମ ଆଞ୍ଚଳିକ କମିଟି ସମ୍ମିଳନୀ ଅନୁଷ୍ଠିତ।

ସିପିଆଇ (ଏମ) ର ରଣପୁର ୫ମ ଆଞ୍ଚଳିକ ସମ୍ମିଳନୀ ଖଇରପଲ୍ଲୀ ପଞ୍ଚାୟତ ବାଲିଆ ଠାରେ ସାଥୀ ଦୁଃଶାସନ ଜେନା ଓ ସୁକାନ୍ତି ଜେନା ଙ୍କ ସଭାପତି ମଣ୍ଡଳୀ ରେ ଅନୁଷ୍ଠିତ ହୋଇ ଯାଇଛି। ପାର୍ଟିର ଲାଲ ଝଣ୍ଡା କୁ ପାର୍ଟିର ବରିଷ୍ଠ
Read More...

ଓଡ଼ଗାଁରେ ‘ସଙ୍ଗୀତଧାରା’ ପକ୍ଷରୁ ଭକ୍ତିସଙ୍ଗୀତ ଅଡିସନ, ୧୩ ଜଣ ସେମି ଫାଇନାଲକୁ ଉନ୍ନୀତ

ନୟାଗଡ଼,୬/୧୦: ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଆଜି ଓଡ଼ଗାଁରେ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ଅଡିସନ ଓଡ଼ଗାଁ ସାମ୍ବାଦିକ ସଂଘ ସଭାପତି ଅଶୋକ କୁମାର ମହାପାତ୍ରଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ରେସପ୍ଲସ
Read More...

ଲାଠିପଡ଼ାସ୍ଥିତ ମଡେଲ ଡିଗ୍ରୀ କଲେଜ ପରିସର ରେ କଳା ସମାଜ ଆନୁକୂଲ୍ୟରେ ଗାନ୍ଧୀ ବିଚାର ଧାରାଉପରେ ଆଲୋଚନା ଚକ୍ର…

ଲାଠିପଡ଼ା ମଡେଲ ଡିଗ୍ରୀ କଲେଜ ପରିସର ରେ କଳା ସମାଜ ଆନୁକୂଲ୍ୟରେ ଗାନ୍ଧିଜୀ ଙ୍କ ଚିନ୍ତାଧାରା କୁ ନେଇ11ଘଟିକା ସମୟ ରେଏକ ଆଲୋଚନା ଚକ୍ର ଅଧକ୍ଷ ମାନସ ରଂଜନ ଶତପଥୀ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଛି, ପ୍ରଖ୍ୟାତ
Read More...

ଗଣିଆ ଥାନାରେ ଦଶହରା ପୂଜା କମିଟି ମାନଙ୍କୁ ନେଇ ଶାନ୍ତିପୂର୍ଣ୍ଣ ବୈଠକ ।

ନୟାଗଡ଼ ଜିଲ୍ଲା ଗଣିଆ ଥାନା ପରିସରରେ ଶନିବାର ଅପରାହ୍ନ 5 ଘଣ୍ଟିକା ସମୟରେ ଦଶହରାର ବିଭିନ୍ନ ପୂଜା କମିଟି ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା , ଏସ
Read More...

ବନ୍ୟପ୍ରାଣୀ ସୁରକ୍ଷା ନିମନ୍ତେ ୭୦ ତମ ବନମହୋତ୍ସବ ପାଳିତ ।

ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ଛାମୁଣ୍ଡିଆ ମହାନଦୀ ବନ୍ୟପ୍ରାଣୀ ବିଭାଗର ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଶୁକ୍ରବାର ଦିନ ଛାମୁଣ୍ଡିଆ କୁଞ୍ଜବିହାରୀ ସରକାରୀ ପ୍ରାଥମିକ
Read More...

କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ରଣପୁର ଆଞ୍ଚଳିକ କମିଟି ସମ୍ମିଳନୀ ପଟିଆ ପଞ୍ଚାୟତ ର କଦମଝୋଲା ଠାରେ ଅନୁଷ୍ଠିତ

କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ରଣପୁର ଆଞ୍ଚଳିକ କମିଟି ସମ୍ମିଳନୀ ପଟିଆ ପଞ୍ଚାୟତ ର କଦମଝୋଲା ଠାରେ ଅନୁଷ୍ଠିତ ହୋଇଯାଇଅଛି। ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ବକ୍ତବ୍ୟ ପ୍ରଦାନ କରିଥିଲେ ଜିଲ୍ଲା ର
Read More...

ନୟାଗଡ:ଜିଲ୍ଲା ପରିଷଦ ସୃଜନ ସଭା ଗୃହରେ ଜିଲ୍ଲା ସ୍ତରୀୟ ୭୦ତମ ବନ୍ୟ ପ୍ରାଣୀ ସପ୍ତାହ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ୭୦ତମ ବନ୍ୟ ପ୍ରାଣୀ ସ୍ତପାହ ପାଳନ । ସୂଚନା ମୁତାବକ ଆଜି ପୂର୍ବାହ୍ନ ୧୧ଘଟିକା ସମୟରେ ଜିଲ୍ଲା ପରିଷଦ ସୃଜନ ସଭା ଗୃହରେ ଜିଲ୍ଲା ସ୍ତରୀୟ ୭୦ ତମ ବନ୍ୟ ପ୍ରାଣୀ ସପ୍ତାହ ପାଳନ । ଆଜିର କାର୍ଯ୍ୟକ୍ରମ
Read More...

ଶ୍ରୀ ଶ୍ରୀ ରଘୁନାଥ ଜୀଉ ମହାବିଦ୍ୟାଳୟ ଗଣିଆ ରେ OKCL ର ଗୁରୁତ୍ଵପୂର୍ଣ୍ଣ ଆଲୋଚନ ଚକ୍ର ।

ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ଅନ୍ତର୍ଗତ ସ୍ଥାନୀୟ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟ ଗଣିଆ ପରିସରରେ ଶୁକ୍ରବାର ମଧ୍ୟାହ୍ନରେ ଓଡ଼ିଶା ଜ୍ଞାନ ନିଗମ ଲି( ଓ . କେ. ସି. ଏଲ୍) ଆନୁକୁଲ୍ୟରେ ସୂଚନା
Read More...

ଜଳ ଯୋଗାଣ ସମସ୍ୟାକୁ ନେଇ ପ୍ରତିବାଦରେ ଗଣିଆ ବ୍ଲକରେ ଦୁଇ ୱାର୍ଡ ବାସୀଙ୍କ ହଟ୍ଟଗୋଳ।

ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ଅନ୍ତର୍ଗତ ସ୍ଥାନୀୟ ଗଣିଆ ଗ୍ରାମ ପଞ୍ଚାୟତ ଅଧୀନ 2 ଓ 3 ନମ୍ବର ୱାର୍ଡର ଅନୁସୂଚିତ ଜାତି ସାହି , ପାଇକ ସାହି ଓ ବ୍ରାହ୍ମଣ ସାହିର ପ୍ରାୟ 50 ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ସାଙ୍ଗରେ ଏକ
Read More...

ଚିନ୍ମୟ ମିଶନ ପକ୍ଷରୁ ଆରମ୍ଭ ହେବ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା

ନୟାଗଡ଼,୪/୧୦: ଚିନ୍ମୟ ମିଶନ, ନୟାଗଡ଼ ଶାଖା ପକ୍ଷରୁ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶ୍ରୀମଦଭାଗବତଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଚଳିତ ମାସ ଶେଷ ସପ୍ତାହରେ ଆରମ୍ଭ ହେବ। ଜୁନିୟର ଏବଂ ସିନିୟର
Read More...

ନୂତନ ଆରକ୍ଷୀଅଧିକ୍ଷକ ଭାବେ ଏସ ସୁଶ୍ରୀ ଙ୍କ କାର୍ଯ୍ୟ ରେ ଯୋଗ ଦାନ

ଆଇପିଏସ ସ୍ତର ରେ ଅଦଳ ବଦଳ ହୋଇଥିବା ବେଳେ ନୟାଗଡ଼ଜିଲା ରେ ଥିବା କାର୍ଯ୍ୟ ରତ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଙ୍କ ଅନୁଗୁଳ ବଦଳି ହୋଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ରେ କାର୍ଯ୍ୟରତ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ଙ୍କ
Read More...