ଆଜି ଆସୁଛନ୍ତି ରାଷ୍ଟ୍ରପତି

ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତିଙ୍କ ନୟାଗଡରେ କାର୍ଯ୍ୟସୂଚୀ ସ୍ଥିର ହୋଇଥିବା ବେଳେ ରାଜଭବନରେ ରାତ୍ରିରହଣୀ ବ୍ୟବସ୍ଥା ଥିବାରୁ ସୁରକ୍ଷାକୁ କଡାକଡି କରିଛି
Read More...

ନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ “ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ” କାର୍ଯ୍ୟ ଅନୁଷ୍ଠିତ

ଆଜି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ "ଘର ହିଁ ବିଦ୍ୟାଳୟ ପ୍ରକଳ୍ପ "ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ କରିବା ସହ
Read More...

ରାଷ୍ଟ୍ରପତିଙ୍କ ଗ୍ରସ୍ତ, ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ

ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ନୀଳ ମାଧବ ପୀଠ ଓ କାଳିଆ ପଲ୍ଲୀ କୁ ମହାମହିମ ରାଷ୍ଟ୍ରପତି ଆସନ୍ତା ୨୪ ତାରିଖ ରେ ଆସିବେ । ଏନେଇ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
Read More...

ନୟାଗଡ ଡିସିସି ପ୍ରେସବାର୍ତ୍ତା: ୨୭ ମାର୍ଚ୍ଚ ବିଧାନସଭା ଘେରାଓ ପାଇଁ ନୟାଗଡ ଡିସିସି ପ୍ରସ୍ତୁତି ବୈଠକ

ରାଜ୍ୟ ରେ ସ୍କୁଲ କଲେଜ ଛାତ୍ରୀ ଏବଂ ନାରୀ ମାନଙ୍କୁ ନ୍ୟାୟ ପାଇଁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଙ୍କ ଆହ୍ୱାନ କ୍ରମେ ଆଗାମୀ ୨୭ ମାର୍ଚ୍ଚ ଗୁରୁବାର ବିଧାନସଭା ଘେରାଓ ପାଇଁ ଜିଲ୍ଲା କଂଗ୍ରେସ ସଭାପତି
Read More...

ଗଣିଆ ବନ ବିଭାଗ ତରଫରୁ ବିଶ୍ଵ ବନ ଦିବସ ପାଳିତ ।

ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଗଣିଆ ବନବିଭାଗ ତରଫରୁ ଶୁକ୍ରବାର ବିଶ୍ୱ ବନ ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ଗଣିଆ ବନ ବିଭାଗ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରିଥିଲା ।
Read More...

ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପାଳିତ

ଜିଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଉପନିୟନ୍ତ୍ରକ ବୈଧ ମାପ ବିଜ୍ଞାନ ଓ ଜଷ୍ଟିସ ଆନୁକୂଲ୍ୟରେ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପାଳିତ ହୋଇଛି,ମାର୍ଚ୍ଚ 15ତାରିଖ ବିଶ୍ୱ ଉପଭୋକ୍ତା ଦିବସ ପାଳିତ ହେବା କୁ ଥିବା ବେଳେ
Read More...

୨୬ ତମ ବିଶ୍ଵ କବିତା ଦିବସ ପାଳିତ

ୟୁନେସ୍କୋ ଦ୍ଵାରା ୧୯୯୯ ମସିହାରେ ମାର୍ଚ୍ଚ ୨୧ ତାରିଖକୁ ବିଶ୍ଵ କବିତା ଦିବସ ଭାବରେ ଘୋଷଣା କରାଯିବା ପରେ ବିଶ୍ଵ ତମାମ ଏହି ଦିବସଟିକୁ ବିଶ୍ଵ କବିତା ଦିବସ ଭାବରେ ପାଳିତ ହୋଇଆସୁଛି l ନୟାଗଡ଼ର ବିଭିନ୍ନ ସାହିତ୍ୟ ଓ
Read More...

କେବେ ମନ୍ତ୍ରୀ ମଣ୍ଡଳରେ ସାମିଲ୍ ହେବେ ବିଧାୟକ ଇଂ ଦୁଷ୍ମନ୍ତ ସ୍ବାଇଁ

ଖଣ୍ଡପଡ଼ା,୨୦/୩(ନି.ପ୍ର)-୨୦୨୪ ନିର୍ବାଚନରେ ଯେତେଗୁଡ଼ିଏନିର୍ବାଚନ ମଣ୍ଡଳୀ ଥିଲା ସେଥି ମଧ୍ୟରୁ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଥିଲା ସେଥି ସ୍ଵତନ୍ତ୍ର। କାରଣ ଏଠାରେ ଟକ୍କର ଚାଲିଥିଲା ଭାପୁର ବ୍ଲକ
Read More...

+3 ଦ୍ୱିତୀୟ ବର୍ଷର ଛାତ୍ରୀ ମେଡିକାଲରେ ଜନ୍ମ ଦେଲେ ଛୁଆ, ଯାହାକୁ ନେଇ ଅଂଚଳରେଚର୍ଚ୍ଚା

ନୟାଗଡ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ emargency ପାଇଖାନା ଭିତରେ ମୃତ ଛୁଆ ଜନ୍ମ ଦେଇଛନ୍ତି ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରୀ,ସୂଚନା ଅନୁଯାଇ ଛାତ୍ରୀଜଣକ କନ୍ଧମାଳ ଜିଲ୍ଲା ରାଇକିଆ ଅଂଚଳରୁ ନୟାଗଡ ସ୍ବୟଂଶାସିତ
Read More...

ନୟାଗଡ଼ ଶାଖା ବିୟୁଟି ପାର୍ଲର ସଙ୍ଘ ପକ୍ଷରୁ ଗୋଦାବରୀ କଲ୍ୟାଣ ମଣ୍ଡପ ଠାରେ ସାଧାରଣ ବୈଠକ ଅନୁଷ୍ଠିତ

ସୂଚନା ଅନୁସାରେ ଆଜି 11ଘଟିକା ସମୟ ରେ ଗୋଦାବରୀ କଲ୍ୟାଣ ମଣ୍ଡପ ଠାରେ ନୟାଗଡ଼ ଶାଖା ବିଉଟି ପାର୍ଲର ସଙ୍ଘ ପକ୍ଷରୁ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି, ଏହି ସାଧାରଣ ବୈଠକ ରେ ମୁଖ୍ୟ ଅତିଥି ରୂପେ ପୌରପରିଷଦ ଅଧକ୍ଷା
Read More...

ଅଡିଟୋରିଅମରେ ନାହିଁ ବିଦ୍ୟୁତ ସଂଯୋଗ, ଅତ୍ୟଧିକ ଭଡ଼ା ବୃଦ୍ଧି ଯୋଗୁଁ ଉପଭୋକ୍ତା ବିମୁଖ

ନୟାଗଡ଼,୧୮/୩:ନୟାଗଡ଼ରେ ପ୍ରତିଷ୍ଠିତପଠାଣି ସାମନ୍ତ ସଂସ୍କୃତି ଭବନ ଏହାର ଅବସ୍ଥିତି, ଆବଶ୍ୟକତା, ଆଧୁନିକୀକୃତ ଉତ୍କର୍ଷତା, ବିଶେଷ ଭାବରେମୁନିସିପାଲିଟିର ଏକ ମୂଲ୍ୟବାନ ସ୍ଥାୟୀ ସମ୍ପଦ ଭାବରେ ଅତ୍ୟନ୍ତ ଗୁରୁତ୍ବ ବହନ
Read More...

ଓଡ଼ଗାଁ ବ୍ଲକ ରେ ଜିଲ୍ଲା ପାଳଙ୍କ ଜନ ଶୁଣାଣିଶିବିର, 21ମାମଲା ତୁରନ୍ତ ସମାଧାନ

ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଓଡ଼ଗାଁ ବ୍ଲକ ରେଜିଲ୍ଲା ପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ,ଆଜି ମୋଟ 74ଗୋଟି ଅଭିଯୋଗ ଗ୍ରହଣ କରାଯାଇଥିଲା, ସେଥି ମଧ୍ୟରୁ 67ଗୋଟି ବ୍ୟକ୍ତିଗତ ମାମଲା ରହିଥିବା ବେଳେ ଗ୍ରାମ୍ୟ ସମସ୍ୟା
Read More...