ସୃଜନିକା ର ଦ୍ଵିତୀୟ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତଆଧୁନିକ କବିତା ସାଂପ୍ରତିକ ସ୍ଥିତି ସହ ଗତିକରି ଚାଲିଛି

ନୟାଗଡ ୧୬/୦୩/୨୫ ନୟାଗଡ ର ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ ସୃଜନିକା ର ଦ୍ଵିତୀୟ ସ୍ଵନକ୍ଷତ୍ର ଉତ୍ସବ ଆଜି ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ସ୍ଥାନୀୟ କେ.ସି କ୍ଲବ୍ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି
Read More...

‘ସ୍ମୃତିତୀର୍ଥ’ ପକ୍ଷରୁ ସାହିତ୍ୟ ଓ ସଂଗୀତର ଯୁଗଳ ବନ୍ଦୀ ‘ରଙ୍ଗ-ଫଗୁଣ’ ଅନୁଷ୍ଠିତ

ନୟାଗଡ଼,୧୬/୩ ପବିତ୍ର ହୋଲି ପର୍ବରେ ସ୍ମୃତିତୀର୍ଥ ପକ୍ଷରୁ ରଙ୍ଗ-ଫଗୁଣ -୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ସାଗର ପୁଷ୍କରିଣୀ କୂଳସ୍ଥିତ ବୁଦ୍ଧ ମଣ୍ଡପରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ଯ ସଭାରେ ସାହିତ୍ୟ
Read More...

ସୁର ଗନ୍ଧର୍ବ ନବ କିଶୋର ମିଶ୍ର ଙ୍କ ସଂଗୀତ ସନ୍ଧ୍ୟା

ତା 14-3-2025ସନ୍ଧ୍ୟା ରେ ପୂର୍ବବର୍ଷମାନଙ୍କ ପରି ଘାରୁଛି କାଳିଆ ନିଶା ସଂଗୀତ ଅନୁଷ୍ଠାନ ତରଫରୁ ଏକ ସଂଗୀତ ଭିତିକ କାର୍ଯ୍ୟକ୍ରମ ମା ଦକ୍ଷିଣ କାଳୀ ଙ୍କ ପୀଠ ରେ ଅନୁଷ୍ଠିତ ହୋଇଛି,ଏଥିରେ ଉଦଘାଟକ ରୂପେ ସମାଜ ସେବୀ
Read More...

ଜିଲ୍ଲା ହାବିଲଦାର ଓ କନେଷ୍ଟବଳ ସଂଘ ନିର୍ବାଚନ:ରଣଜିତ ସଭାପତି, ସୁରେନ୍ଦ୍ର ସମ୍ପାଦକ

ନୟାଗଡ଼,୧୩/୩: ନୟାଗଡ଼ ଜିଲ୍ଲା ହାବିଲଦାର ଓ କନେଷ୍ଟବଳ ନିର୍ବାଚନ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବେ ରଣଜିତ ରଥ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ସୁରେନ୍ଦ୍ର କୁମାର ସାହୁ ଏବଂ
Read More...

ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ ପକ୍ଷରୁ ସେବା ଅନୁଷ୍ଠାନ ପରିସର ରେ ସମ୍ପର୍କ କୁ ନେଇ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ…

ସୂଚନା ଅନୁସାରେ ଆଜି 10ଘଟିକା ସମୟ ରେ ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ ପକ୍ଷରୁ ସେବା ଅନୁଷ୍ଠାନ ପରିସର ରେ ସମ୍ପର୍କ କୁ ନେଇ ଅବିଭାବକ ଓ ଶିକ୍ଷଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଛି, ଏହି ଅବସର ରେ ମୁଖ୍ୟ ଅତିଥି ଭାବେ
Read More...

ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେବାରେ ବବିଫଳ ହୋଇଥିବା ବିଜେପି ସରକାର ବରଖାସ୍ତ ଦାବିରେ

ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେବାରେ ବବିଫଳ ହୋଇଥିବା ବିଜେପି ସରକାର ବରଖାସ୍ତ ଦାବିରେ ଜିଲ୍ଲା କଂଗ୍ରେସ ର ମହାମହିମ ରାଜ୍ଯପାଳଙ୍କୁ ସ୍ମାରକପତ୍ର।। ବିକ୍ଷୋଭ ସଭାରେ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟକୁ ଧସେଇ ପସିଲେ
Read More...

ମନ୍ଦିରରୁ ଚୋରୀ ଘଟଣାରେ ୪ଗିରଫ ଆରକ୍ଷୀ ଅଧିକ୍ଷକ ଙ୍କ ପ୍ରେସ ମିଟ

ନୟାଗଡର ଦୁଇଟି ମନ୍ଦିରରୁ ଚୋରୀ ଘଟଣାରେ ୪ଜଣଙ୍କୁ ଗିରଫ କଲା ନୟାଗଡ ପୋଲିସ ।ଏ ନେଇ ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ରେ 4ଘଟିକା ସମୟ ରେ ଆରକ୍ଷୀ ଅଧିକ୍ଷକ ଙ୍କ ପ୍ରେସ ମିଟ, ସୂଚନା ଅନୁଯାୟୀ ଏ ଘଟଣା କୁ ନେଇ
Read More...

ଉତ୍କଳୀୟମ ଫାଉଣ୍ଡେସନ ରାଜ୍ୟସ୍ତରୀୟ ଯୁବ ସମ୍ମିଳନୀ -୨୦୨୫ ଅନୁଷ୍ଠିତ

ରାଜସୁନାଖଳା ନିକଟସ୍ଥ କୋଟଗଡ ଅନନ୍ତ ଗୁମ୍ଫା ପରିସରରେ ରବିବାର ପୂର୍ବାହ୍ନରେ ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟ ଓଡିଶା ପକ୍ଷରୁ ରାଜ୍ୟ ସ୍ତରୀୟ ଯୁବ ସମ୍ମିଳନୀ -୨୦୨୫ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ
Read More...

ଶିକ୍ଷକ ସହିଦ ଦିବସ ପାଳନ

ନୟାଗଡ଼, ୯/୩: ଗତ ୧୯୭୮ ମସିହା ମାର୍ଚ୍ଚ ୯ ତାରିଖରେ ଭୁବନେଶ୍ୱର ଠାରେ ଶିକ୍ଷକମାନଙ୍କ ବିଭିନ୍ନ ଦାବି ନେଇ ଶିକ୍ଷକ ମହାସଂଘର ଆନ୍ଦୋଳନ ଡାକରା ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାରୁ ବିଭିନ୍ନ ବର୍ଗର ଶିକ୍ଷକମାନେ
Read More...

ଵେଲପଡା ପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ତଦାରଖ କଲେ କନ୍ଧମାଳ ସାଂସଦ ।

ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ଅନ୍ତର୍ଗତ ବେଲପଡ଼ା ପାଟଣା ଗ୍ରାମ ପଞ୍ଚାୟତ ଅଧୀନ ସରକାରୀ ପ୍ରାଥମିକ ବିଦ୍ୟାଳୟ ବେଲପଡ଼ାରେ କନ୍ଧମାଳ ସାଂସଦ ଶ୍ରୀ ଯୁକ୍ତ ଶୁକାନ୍ତ କୁମାର ପାଣିଗ୍ରାହୀ ଅଚାନକ ଭାବେ ପହଞ୍ଚିଥିଲେ ।
Read More...

ରଣପୁର ରେ ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀ ରେ ଆଲୋଚନାଚକ୍ର ଅନୁଷ୍ଠିତ।

ଅଖିଳ ଭାରତ ଗଣତାନ୍ତ୍ରିକ ଗଣତାନ୍ତ୍ରିକ ମହିଳା ସମିତି (AIDWA) ଓ ଭାରତର ଶ୍ରମିକ ସଂଗଠନ କେନ୍ଦ୍ର (CITU) ର ବ୍ଳକ କମିଟି ଆହ୍ଵାନ କ୍ରମେ ଆଜି ୮ ମାର୍ଚ୍ଚ ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀ ରେ ମହିଳାମାନଙ୍କ
Read More...

ବିଜେଡି କାର୍ଯ୍ୟାଳୟରେ ମହିଳା ଦିବସ ପାଳିତ ନବୀନ ସରକାରରେ ମହିଳାଙ୍କୁ ଅଗ୍ରାଧିକାର ମିଳିଛି

ନୟାଗଡ଼ : ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଆଜି ଆର୍ନ୍ତଜାତୀକ ମହିଳା ଦିବସ ପାଳିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ବ୍ଲକ
Read More...