ଚିନ୍ମୟ ମିଶନ ପକ୍ଷରୁ ୧୧ରେ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା
ନୟାଗଡ଼,୩/୧: ଚିନ୍ମୟ ମିଶନ, ନୟାଗଡ଼ ଶାଖା ପକ୍ଷରୁ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶ୍ରୀମଦଭାଗବତଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଚଳିତ ମାସ ୧୧ ତାରିଖରେ ପିଟିଏସ ରୋଡ଼ରେ ଅବସ୍ଥିତ ଭାରତ ବିକାଶ!-->…
Read More...
Read More...
ବିଶୃଙ୍ଖଳିତ ଆଚରଣ ପାଇଁ ୪ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କଲେ ନୟାଗଡ ଏସପି ।
ବିଶୃଙ୍ଖଳିତ ଆଚରଣ ପାଇଁ ନୟାଗଡ଼ ଜିଲ୍ଲାର ୪ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କଲେ ନୟାଗଡ ଏସପି । ୩୧ ତାରିଖ ଦିନ ରାତିରେ ନୟାଗଡ ତ୍ରିନାଥ ବଜାର ରାସ୍ତା ଉପରେ ପୋଲିସ ସଂଘର ଦୁଇ ଗୋଷ୍ଠୀର କର୍ମଚାରୀଙ୍କ ମଧ୍ୟରେ!-->…
Read More...
Read More...
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ…
ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ପରିସର ରେ ଆଜି 12ଘଟିକା ସମୟ ରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଦାବି ପତ୍ର ପ୍ରଦାନ କରାଯାଇଛି,ଅଦିନିଆ ବର୍ଷା ରେ ଧାନ,!-->…
Read More...
Read More...
ଖଣ୍ଡପଡ଼ା ଆଞ୍ଚଳିକ ସାମ୍ବାଦିକ ସଙ୍ଘରେ ବିଶ୍ୱ ଛେନା ପୋଡ଼ ଦିବସ ପାଳି
ଏଣିକି ଡିସେମ୍ବର ୩୧ ତାରିଖକୁ ‘ବିଶ୍ଵ ଛେନାପୋଡ଼ ଦିବସ’ ଭାବେ ପାଳନ କରାଯିବ। ଏହାର ସ୍ରଷ୍ଟା ତଥା ଦଶପଲ୍ଲା ଜରିପାଟଣା ଅଞ୍ଚଳର ସ୍ଵର୍ଗତ ବିଦ୍ୟାଧର ସାହୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ବିଭିନ୍ନ ସ୍ଥାନରେ ଏହା ପାଳିତ!-->…
Read More...
Read More...
ଯୋଗୀ ଯୋଗିଆଣୀ ବୌଦ୍ଧ ପୀଠରେ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ
।ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ କୋସ୍କା ଗ୍ରାମ ପଞ୍ଚାୟତ ଅଧୀନ ଅଁଳାପଟା ଗ୍ରାମ ନିକଟସ୍ଥ ବଡ ଗୋସେଇଁ ପାହାଡ଼ ତଳେ ଅବସ୍ଥିତ ଯୋଗିଯୋଗିଆଣୀ ବୌଦ୍ଧ ପୀଠରେ ସକାଳ 7ଘଟିକା ସମୟ ରୁ ଆରମ୍ଭ ହୋଇ ସନ୍ଧ୍ୟା!-->…
Read More...
Read More...
ପାଚିକା, ସହାୟିକା ପ୍ରଶିକ୍ଷଣ ଶିବିର ଏବଂ ରନ୍ଧନ ପ୍ରତିଯୋଗିତା
ନୟାଗଡ଼, ୩୧/୧୨: ନୟାଗଡ଼ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ପାଚିକା ଏବଂ ସହାୟିକା ମାନଙ୍କର ଏକ ପ୍ରଶିକ୍ଷଣ ଶିବିର ଓ ରନ୍ଧନ ପ୍ରତିଯୋଗିତା ଆଜି ପୂର୍ବାହ୍ନରେ ଏନଏସି ଉଚ୍ଚ ବିଦ୍ୟାଳୟ ଠାରେ!-->…
Read More...
Read More...
ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଜନ୍ମ ଜୟନ୍ତୀ ଅବସରରେ ପୁଷ୍ପମାଲ୍ଯାର୍ପଣ।।
ଓଡିଶାର ଯେଉଁ ବ୍ଯକ୍ତି ପ୍ରଥମେ ମହାତ୍ମା ଗାନ୍ଧୀଙ୍କୁ ସାକ୍ଷାତ କରି ଓଡ଼ିଆଙ୍କ ଦୁରବସ୍ଥା ଓ ଦୁଃଖ ଦୁର୍ଦ୍ଦଶା ଜଣାଇ ଥିଲେ ସେ ହେଉଛନ୍ତି ଗାନ୍ଧୀ ବାଦୀ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର। ଓଡିଶାର ମହାନାୟକ!-->…
Read More...
Read More...
ନୀଳମାଧବ ମହାବିଦ୍ୟାଳୟ କଣ୍ଟିଲୋ ୧୯୯୬ – ୨୦୦୧ ବ୍ୟାଚ ବନ୍ଧୁ ମିଳନ
ନୀଳମାଧବ ମହାବିଦ୍ୟାଳୟ କଣ୍ଟିଲୋ ର ୧୯୯୬ - ୨୦୦୧ ବ୍ୟାଚ ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଏକ ବନ୍ଧୁ ମିଳନ ଭୁବନେଶ୍ୱର ସ୍ଥିତ ହୋଟେଲ ଗ୍ରାଣ୍ଡ କଳିଙ୍ଗ ଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି ଓ ଏହି କାର୍ଯ୍ୟକ୍ରମରେ!-->…
Read More...
Read More...
କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ୨୦୬ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ
ସଦାନନ୍ଦ ସାହିତ୍ୟ ପରିଷଦ ଓ ପୂଜ୍ୟପୂଜା କମିଟି ଶରଣକୁଳ ପକ୍ଷରୁ ରୀତି ଯୁଗୀୟ କାବ୍ୟ ସାହିତ୍ୟର ଅନନ୍ୟ ସ୍ରଷ୍ଟା ତଥା ଉତ୍କଳ ସାହିତ୍ୟ ଆକାଶର ପ୍ରଥମ କବିସୂର୍ଯ୍ୟ, ବୈଷ୍ଣବ କବି ” କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା!-->…
Read More...
Read More...
ଗୃହ ମନ୍ତ୍ରୀ ଅମିତ ଶାହା ଙ୍କ ଇସ୍ତଫା ଓ ଚାଷିଙ୍କୁ କ୍ଷତିପୂରଣ ଦେବା ଦାବୀରେ ସିପିଆଇ (ଏମ୍) ର ବିକ୍ଷୋଭ
ଅଦିନିଆ ଲଗାଣ ବର୍ଷା ରେ ରଣପୁରରେ ଚାଷୀଙ୍କ ପାଚିଲା ଧାନ ରେ ପାଣି ମାଡି ଗଜା ହେବା ସହ ରବି ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା ବେଳେ ଚାଷୀ ମାନେ ମାନସିକ ଭାବେ ଭାଙ୍ଗି ପଡି ମୁଣ୍ଡ ରେ ହାତ ଦେଇ ବସିଛନ୍ତି। ଅଥଚ!-->…
Read More...
Read More...
ବିଶ୍ୱବିଖ୍ୟାତ ଅର୍ଥନୀତି, ବିଶାରଦ ତଥା ଭାରତରେ ପ୍ରାକ୍ତନ ପ୍ରଧାନ ମନ୍ତ୍ରୀ ଡ଼. ମନମୋହନ ସିଂ ଙ୍କ ବିୟୋଗ ରେ…
ବିଶ୍ୱବିଖ୍ୟାତ, ଅର୍ଥନୀତି ବିଶାରଦ ତଥା ଭାରତରପ୍ରାକ୍ତନ ପ୍ରଧାନ ମନ୍ତ୍ରୀ ଡ଼. ମନମୋହନ ସିଂ ଙ୍କ ବିୟୋଗ ରେ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭାପଞ୍ଚାୟତ ସମିତି ସଭାଗୃହ ରେ ଅନୁଷ୍ଠିତ ହୋଇଛି, ଏହି ଅବସର ରେ!-->…
Read More...
Read More...
ନୟାଗଡ଼ ଜିଲ୍ଲା ରେ ମୁଖ୍ୟ ମନ୍ତ୍ରୀ ଙ୍କ ଫସଲ କ୍ଷତି ର କ୍ଷେତ୍ରୀୟ ପରିଦର୍ଶନ
ମାନ୍ୟବର ମୁଖ୍ୟମନ୍ତ୍ରୀ, ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏବଂ ମାନ୍ୟବର ମନ୍ତ୍ରୀ ରାଜସ୍ୱ ଏବଂ ଵିପର୍ଯ୍ୟୟ ପରିଚାଳନା, ସୁରେଶ ପୂଜାରୀ, ନୟାଗଡ଼ ଜିଲ୍ଲା ର ରଣପୁର ବ୍ଲକ, ମଝିଆଖଣ୍ଡ, ଓ କାଣ୍ଡପଡା ପଞ୍ଚାୟତ ରେ ଅଦିନିଆ!-->…
Read More...
Read More...