ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ, 70ଲକ୍ଷ୍ୟ ବ୍ୟୟ ଅଟକଳ, 313ଷ୍ଟଲ ନେଇ ସୂଚନା

ନୟାଗଡ଼ ଜିଲ୍ଲା ମହୋତ୍ସବ ପାଇଁ ପ୍ରଶାସନ ପକ୍ଷରୁ ସମ୍ମିଳନୀ କକ୍ଷ ରେସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି, ଜିଲ୍ଲା ପାଳ ଅକ୍ଷୟସୁନୀଲ ଅଗ୍ରୱାଲ ଅଧକ୍ଷତା କରିଥିଲେ, ଓ 24ରୁ 28ମଧ୍ୟ ରେ ମହୋତ୍ସବ ପାଇଁ ହୋଇଥିବା
Read More...

ଜିଲ୍ଲାପାଳଙ୍କ ସୋଲପଟା ହାଇସ୍କୁଲ ପରିଦର୍ଶନ, ଛାତ୍ର ଛାତ୍ରୀ କମ୍ପୁଟର ଶିକ୍ଷା ପାଠ ପଢ଼ାଇଲେ

ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସୋଲାପଟା ହାଇସ୍କୁଲ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଅକ୍ଷୟ କୁମାର ସୁନୀଲ ଅଗ୍ରୱାଲ । ଛାତ୍ର ଛାତ୍ରୀ ମାନଙ୍କୁ କମ୍ପୁଟର ଶିକ୍ଷା ସମ୍ବନ୍ଧରେ ପାଠ ପଢ଼ାଇଛନ୍ତି ।
Read More...

ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

ନୟାଗଡ଼ ଜିଲ୍ଲା ପରିଷଦ ସୃଜନ ସମ୍ମିଳନୀ କକ୍ଷ ରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଆଇନ ସେବା ପ୍ରlଧିକରଣମିଳିତ ସହ ଯୋଗ ରେ ଶିଶୁ ସୁରକ୍ଷା ଓ ଅଧିକାର ସମ୍ପର୍କିତ ଏକ ଦିବସୀୟସଚେତନତା ତାଲିମ ଶିବିର ଅନୁଷ୍ଠିତ
Read More...

ଗଣିଆ ଇଂଲିଶ ମିଡିଅମ୍ ମହାନଦୀ ପବ୍ଲିକ ସ୍କୁଲ ରେ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଗଣିଆ ବ୍ଳକରେ ଥିବା ଏକମାତ୍ର ଇଂରାଜୀ ମିଡିୟମ ମହାନଦୀ ପବ୍ଲିକ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ଶୁକ୍ରବାର ପୂର୍ବାହ୍ନ ଦଶ ଘଟିକା ସମୟରେ ସ୍ଥାନୀୟ ମଙ୍ଗଳମ୍ ସଭା ଗୃହରେ ଅନୁଷ୍ଠିତ
Read More...

ଆଡକଟା ପଦ୍ମନାଭ ସରକାରୀ ଉଚ୍ଚ ବିଦ୍ୟାଳୟରେ 41 ତମ ଶିଶୁ ମହୋତ୍ସବ ଅନୁଷ୍ଠିତ ।

ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ଆଡ଼କଟା ରେ ଅବସ୍ଥିତ ପଦ୍ମନାଭ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ ତରଫରୁ 41 ତମ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ
Read More...

ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

ନୟାଗଡ଼, ୧୮/୧୨: ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ସମାରୋହ ଜିଲ୍ଲା ପରିଷଦ ସୃଜନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ବିଭାଗ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ମିଳିତ ଆନୁକୂଲ୍ୟରେ
Read More...

ସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ୨୨ରେ ଦଶପଲ୍ଲା ଅଡିସନ

ନୟାଗଡ଼, ୧୮/୧୨: ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୨ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଦଶପଲ୍ଲା ବ୍ଲକ ଅଡିସନ ଆସନ୍ତା ୨୨ ତାରିଖ ରବିବାର ଦିନ ଦଶପଲ୍ଲା ବ୍ଲକ ପ୍ରାଥମିକ ଶିକ୍ଷକ ଭବନ ପରିସରରେ ଅନୁଷ୍ଠିତ
Read More...

ରାଜପlଟଣାମିନି ଷ୍ଟାଡିଅମ ରେ ପଞ୍ଚାୟତ ମହୋତ୍ସବ ଓ ପଲିଶ୍ରୀ ମେଳା ଉଦଘାଟିତ, ଯୋଗଦେବା ସହିତ ଉଦଘାଟନ କଲେ ବିଧାୟକ,

ସୂଚନା ଅନୁସାରେ ନୟାଗଡ଼ ବ୍ଲକ ଅନ୍ତର୍ଗତରାଜ ପାଟଣା ଜେମାଦେଇ ପୁର ପାଟଣା ମିନି ଷ୍ଟାଡିଅମ ଠାରେ ପଞ୍ଚାୟତ ମହୋତ୍ସବ, ପଲିଶ୍ରୀ ମେଳା ସନ୍ଧ୍ୟା, 6ଘଟିକା ସମୟ ରେ ଉଦଘାଟିତ ହୋଇଛି,ମା ଅଙ୍କୁଲାଇ ପୀଠ ରୁ ମସାଲଶୋଭା
Read More...

ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘର କର୍ମକର୍ତା ଚୟନ 

ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘର ଗତ ୧ତାରିଖ ଦିନ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଅଧିବେଶନ ନିଷ୍ପତ୍ତି ଅନୁଯାୟୀ ସଂଘର ସଭାପତି ପ୍ରମୋଦ ପଟ୍ଟନାୟକ ସଙ୍ଘ ପରିଚାଳନା ପାଇଁ କର୍ମକର୍ତା ମନୋନୟନ କରିଛନ୍ତି।
Read More...

5th ଶୁଭମ ମେମୋରିଆଲ ଭଲି ଟୁର୍ନାମେଣ୍ଟ ମଣ୍ଡା ବାଗନ ପଡିଆ ପୁରୁଣା ସହର ଠାରେ ଉଦଘାଟିତ

ମା ଦକ୍ଷିଣ କାଳୀ ଭଲି କ୍ଳବ ପୁରୁଣା ସହରଆନୁକୂଲ୍ୟରେ ମା ଦକ୍ଷିଣ କାଳୀଙ୍କବିଜେ ମଣ୍ଡା ବାଗନ ପଡିଆ ରେ 5th ଶୁଭମ ମେମୋରିଆଲ ଭଲି ଟୁର୍ନାମେଣ୍ଟ ଉଦଘାଟିତ ହୋଇଛି ଏହି ଅବସରରେ ଅପରାହ୍ନ 4ଘଟିକା ସମୟ ରେ ମୁଖ୍ୟ ଅତିଥି
Read More...

ଗଣିଆ ଡିଗ୍ରୀ ମହାବିଦ୍ୟାଳୟ ସମୁଖରେ ପାଣ୍ଠି ଅନିୟମିତତା ଅଭିଯୋଗରେ ଅଧ୍ୟାପକ ଙ୍କ ଧାରଣା ।

ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟ ର ନିଜସ୍ୱ ହାତ ପାଣ୍ଠି ଟଙ୍କା କୁ ମନଇଛା କଲେଜ ଅଧକ୍ଷ ଲଷ୍ମୀକନ୍ତ ପଣ୍ଡା ମହାବିଦ୍ୟାଳୟ ର ପରିଚାଳନା କମିଟି ର ଅଗୋଚରରେ
Read More...

ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ବଡ଼ମୂଳ ସ୍ଥିତ ବଡ଼ ରାଉଳି ପୀଠ ରେ ଆଜି ରଥ କାଠ ଅନୁକୂଳ

ନୟାଗଡ଼ ବନ ଖଣ୍ଡ କାର୍ଯ୍ୟାଳୟ ରେ ପହଁଚିଲା ମହାପ୍ରଭୁ ଙ୍କୁ ଆଜ୍ଞାମାଳ ସୂଚନା ଅନୁସାରେ ଆଜି 11ଘଟିକା ସମୟ ରେ ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ବଡ଼ ମୂଳ ସ୍ଥିତବଡ଼ ରାଉଳି ପୀଠ ରେ ରଥ କାଠ ଅନୁକୂଳ ହେବ, ଚଳିତ
Read More...