ଜଗନ୍ନାଥ ମନ୍ଦିର ଓଦକ୍ଷିଣ କାଳୀ ମନ୍ଦିର ରୂପାନ୍ତରିତ କାର୍ଯ୍ୟ ସମୀକ୍ଷା କଲେ ବିଧାୟକ ଡ଼ ଅରୁଣ କୁମାର ସାହୁ

ଗତ ନବୀନ ପଟ୍ଟନାୟକ ଙ୍କ ସରକାର ରେ ରାଜ୍ୟ ର ବିଭିର୍ନ ମଠ ମନ୍ଦିର ର ରୂପାନ୍ତରିତ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ଅନୁଦାନ କରାଯାଇଥିଲା, ନୟାଗଡ଼ ଜଗନ୍ନାଥ ମନ୍ଦିର, ଦକ୍ଷିଣ କାଳୀ ମନ୍ଦିର ଓ ସହର ର ବିଭିର୍ନ ମଠ
Read More...

ଜନଶୁଣାଣି ନାଁରେ ଶ୍ରମିକ ଙ୍କୁ ନିର୍ଯ୍ୟାତନା ,ରହୁନାହାନ୍ତି ଅଧିକାରୀ, ଶ୍ରମିକ ହନ୍ତସନ୍ତ

ନୟାଗଡ଼ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଙ୍କ କାର୍ଯ୍ୟାଳୟ ତଥା ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟରେ ଜନଶୁଣାଣି ନାଁରେ ଶ୍ରମିକଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ପ୍ରତି ଶୁକ୍ରବାର ଜନଶୁଣାଣି କରିବାକୁ
Read More...

ଆର.ସି. କଲେଜ ରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ ।

ନୟାଗଡ଼ ଜିଲା ଗଣିଆ ବଜାରରେ , ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ଜନ୍ମ ଜୟନ୍ତୀ ଅବସରରେ କେନ୍ଦ୍ର ସରକାରଙ୍କ ମୋ ଭାରତ ସଂସ୍ଥା ତରଫରୁ ଡଃ. ଆର୍. ସି. ସାମନ୍ତରାୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମହାବିଦ୍ୟାଳୟ ଠାରେ
Read More...

ଗଣିଆ ବଜାରରେ ଏକତା ଦିବସ ରେ ସ୍ବାସ୍ଥ୍ୟ ସଚେତନତା ରାଲି ।

ନୟାଗଡ଼ ଜିଲ୍ଲା ଗଣିଆରେ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ମୋ ଭାରତ ସଂସ୍ଥା ତରଫରୁ ଗଣିଆ ବଜାର ଅଞ୍ଚଳରେ ଯୁବ ଭାରତ ଆସୋସିଏସନ୍ ଉଦ୍ୟମ ରେ ଏକ ରାଲି ଆୟୋଜିତ ହୋଇଯାଇଛି। ଏହି ରାଲୀ ରେ ଆଡଭାନ୍ସ
Read More...

ନୟାଗଡ଼ ବ୍ଲକ ଶିକ୍ଷାଧିକାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ନୟାଗଡ଼,୧/୧୧: ନୟାଗଡ଼ ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ ତାଙ୍କ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଏହି ଉପଲକ୍ଷେ ବିଭିନ୍ନ ଶିକ୍ଷକ ସଂଗଠନ ଏବଂ ବ୍ଲକ ଶିକ୍ଷା କର୍ମଚାରୀଙ୍କ ମିଳିତ ସହଯୋଗରେ ଆୟୋଜିତ
Read More...

ଚାରି ବର୍ଷ ର ନାବାଳିକା କୁ ଦୁଷ୍କର୍ମ, ଅଭିଯୁକ୍ତକୁ ୨୨ ବର୍ଷ କାରାଦଣ୍ଡାଦେଶ

୪ବର୍ଷର ନାବାଳିକା ଦୁଷ୍କର୍ମକାରୀ କୁ ୨୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ନୟାଗଡ଼ ପୋକ୍ସ କୋର୍ଟ । ଦଣ୍ଡ ପାଇଥିବା ଅଭିଯୁକ୍ତ ହେଲେ ରଣପୁର ଥାନା ଗୋଡ଼ିମଡ଼ା ଗାଁର ରବିନ୍ଦ୍ର ନାହକ । ଗତ ଜୁନ୍ ମାସ ୧୦
Read More...

ଦେଶୀ ବନ୍ଧୁକ କାରଖାନା ମାଳିସାହି ଗ୍ରାମ ରୁ ଠାବ, ଜଣେ ଗିରଫ, ସାମ୍ବାଦିକ ସମ୍ମିଳନୀ ରେ ନୟାଗଡ଼ ଏସ୍ପି ଏସ ସୁଶ୍ରୀ…

ସନ୍ଧ୍ୟା 6ଘଟିକା ସମୟ ରେ ନୟାଗଡ଼ ଏସ୍ପି ଏସ ସୁଶ୍ରୀଙ୍କ ନୟାଗଡ଼ ସଦର ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀ, ସୂଚନା ଅନୁସାରେ ନୟାଗଡ଼ ସଦର ଥାନା ପୋଲିସ ଦ୍ୱାରା ଦେଶୀ ବନ୍ଧୁକ କାରଖାନାମାଳିସାହି ରୁ ଠାବ, ଜଣେ ଗିରଫ
Read More...

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ, ଶପଥ ନେଲେ ଅଧିକାରୀ

ଗତ 28ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା 3ତାରିଖ ପର୍ଯ୍ୟନ୍ତ ପାଳିତ ହେବାକୁ ଯାଉଛି ଦୁର୍ନୀତି ନିବାରଣ ସପ୍ତାହ, ଏହି ଉପଲକ୍ଷେ ଆଜି ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲାପାଳଙ୍କ ସଦ ଭାବନା ଗୃହ ରେ ଦୁର୍ନୀତି
Read More...

ଆଞ୍ଚଳିକ ଗଣମାଧ୍ୟମ କର୍ମ ଶାଳା ‘ବାର୍ତ୍ତାଳାପ ‘ ଅନୁଷ୍ଠିତ

କେନ୍ଦ୍ର ସରକାରଙ୍କ ପ୍ରେସ୍‌ ଇନଫର୍ମେସନ୍ ବ୍ୟୁରୋ ପକ୍ଷରୁ ନୀଳମାଧବ କଲ୍ୟାଣ ମଣ୍ଡପ ରେ ଆଞ୍ଚଳିକ ଗଣମାଧ୍ଯମ କର୍ମଶାଳା 'ବାର୍ତ୍ତାଳାପ ' ଅନୁଷ୍ଠିତ ହୋଇଛି । କେନ୍ଦ୍ର ଇନଫର୍ମେସନ୍ ଆଣ୍ଡ ବ୍ୟୁରୋ ରାଜ୍ୟ ଅଞ୍ଚଳ
Read More...

ଗାଇ କୁ ଗୋମାତା ଓ ରାଜମାତା ର ମାନ୍ୟତା ଦାବିରେ ନବ ନିର୍ମାଣ କୃଷକ ସଂଗଠନ ନୟାଗଡ଼ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ…

ସୂଚନା ଅନୁସାରେ ନବ ନିର୍ମାଣ କୃଷକ ସଂଗଠନ ନୟାଗଡ ପକ୍ଷରୁ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ରେ 11ଘଟିକା ସମୟ ରେ ମୁଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଅତିରିକ୍ତ ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି, ଦାବି ମୁତାବକ
Read More...

ଭାପୁର ବ୍ଲକସ୍ତରୀୟ ଶ୍ରୀଅନ୍ନ ଅଭିଯାନ ଅନୁଷ୍ଠିତ

ଭାପୁର ବ୍ଲକ ସ୍ତରୀୟ ଶ୍ରୀଅନ୍ନ ଅଭିଯାନ ଦ୍ଵାରା ଅନୁଷ୍ଠିତ ପାରମ୍ପରିକ ଖାଦ୍ୟ ମେଳା କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ବାଇଗୁଣିଆସ୍ଥ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ବ୍ଲକ ରୁ
Read More...

ବଦଳିଲେ ଏଡିଏମ, ଓ ନୟାଗଡ଼ ବିଡ଼ିଓ, ମୁଖ୍ୟ ଉର୍ଣ୍ଣୟନ ଅଧିକାରୀ ହେଲେ ଲଗ୍ନଜିତ ରାଉତ

ଓଏଏସ ସ୍ତର ରେ ଅଦଳ ବଦଳ, ନୟାଗଡ଼ଅତିରିକ୍ତ ଜିଲାପାଳ ରୋଜିନା ଦାସ ଙ୍କ କେନ୍ଦ୍ରାପଡ଼ା ବଦଳି ହୋଇଥିବା ବେଳେ, ନୟାଗଡ଼ ବିଡ଼ିଓ ପଦ୍ମ ଚରଣ ସାହୁଙ୍କ ଖୋର୍ଦ୍ଧା ଉପଜିଲାପାଳ ଭାବେ ବଦଳି ହୋଇଥିବା ବେଳେ ପୁରୀ ଶ୍ରୀ
Read More...