୨୦୨୫ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ନିମନ୍ତେ ବୈଠକ

ଆଜି ଅପରାହ୍ନ ୫ ଘଟିକା ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିଲିପ କୁମାର ବଳଙ୍କ ଅଧ୍ୟକ୍ଷତାରେ ୨୦୨୫ ନିମନ୍ତେ ନୂତନ ଭୋଟର ତାଲିକା ପ୍ରକାଶନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ
Read More...

ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳ ବୁଲିଲେ ଜିଲ୍ଲାପାଳ, ଗାଈଗୋରୁଙ୍କୁ ସୁରକ୍ଷିତ ରଖାଗଲା

ନୟାଗଡ଼ ବ୍ଲକ ଅନ୍ତର୍ଗତ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କଲେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ।ନୟାଗଡ ବ୍ଲକ ଅନ୍ତର୍ଗତ ବଡ଼ପଣ୍ଡୁସର ଆଶ୍ରୟସ୍ଥଳରେ ପହଞ୍ଚିଥିଲେ ଜିଲ୍ଲାପାଳ । ଲୋକମାନଙ୍କର ସୁବିଧା
Read More...

ଜିଲ୍ଲାରେ ୨୯ ଶହ ଲୋକଙ୍କୁ ସ୍ଥାନାନ୍ତର

ବାତ୍ୟା ଦାନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ନୟାଗଡ଼ ଜିଲ୍ଲାରେ ମୋଟ ୩୩୦ଟି ସ୍ଥାନରେ ସେଲଟର ବ୍ୟବସ୍ଥା କରାଯାଇଥିବାବେଳେ ଏହା ମଧ୍ୟରେ ରୂପାନ୍ତରିତ ଉଚ୍ଚ
Read More...

ଛାମୁଣ୍ଡିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଜନ ଆରୋଗ୍ୟ ସମିତି ବୈଠକ ଅନୁଷ୍ଠିତ ।

ନୟାଗଡ଼ ଜିଲ୍ଲା ଗଣିଆ ବ୍ଳକ ଅନ୍ତର୍ଗତ ଛାମୁଣ୍ଡିଆ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ବୁଧବାର ପୂର୍ବାହ୍ନରେ ଜନ ଆରୋଗ୍ୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ
Read More...

ବାତ୍ୟା ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟ ରେ ଏକ ବାର୍ତ୍ତା ପଠାଇଛନ୍ତି ।

ବାତ୍ୟା ଆସୁଥିବା ଖବର ପାଇ ସେ ଚିନ୍ତିତ ଅଛନ୍ତି ଏବଂ କହିଛନ୍ତି ପୂର୍ବରୁ ଆମେ ସମସ୍ତେ ମିଳିମିଶି ସଫଳତା ସହ ଅନେକ ବାତ୍ୟା ର ମୁକାବିଲା କରିଛେ ।ଆମର ଏକ ପ୍ରଭାବଶାଳୀ ବିପର୍ଯ୍ୟୟ ପରିଚାଳନା ନୀତି ଅଛି । ତେଣୁ
Read More...

ଡ.ଆର୍ ସି ସାମନ୍ତରାୟ ମହାବିଦ୍ୟାଳୟରେ ନବତରୁଣ ବିଦ୍ୟାର୍ଥୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ…

ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ଅଧିନ ଡ଼ ରାମଚନ୍ଦ୍ର ସାମନ୍ତରାୟ ବିଜ୍ଞାନ,କଳା ଏବଂ ପ୍ରଯୁକ୍ତି ବିଦ୍ୟା ଶିକ୍ଷାନୁଷ୍ଠାନ ପରିସରରେ ନୂତନ ଭାବେ ଯୋଗଦାନ କରିଥିବା ନବତରୁଣ ବିଦ୍ୟାର୍ଥୀଙ୍କ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ
Read More...

ପୌରାଞ୍ଚଳ କାର୍ଯ୍ୟାଳୟ ପରିସର ରେ ଠିକାଦାର ଙ୍କ ଧାରଣା, ମିଳିଲାନି ବିଲ, କାର୍ଯ୍ୟାଳୟ ରେ ତାଲା ପକାଇଲେ ଠିକାଦାର

ସୂଚନା ଅନୁସାରେ ଆଜି 11ଘଟିକା ସମୟ ରେ ପୌରାଞ୍ଚଳ କାର୍ଯ୍ୟା ଳୟ ପରିସର ରେ ଠିକାଦାର ଙ୍କ ଧାରଣା ଦେଖିବାକୁ ମିଳିଛି, ଦୀର୍ଘ 13ମାସ ହେବ, ଟେଣ୍ଡର ନେଇଥିବା ଫେଭର ରାସ୍ତା କାମ ପାଇଁ ଠିକା ଦାର ବିଲ ପାଇ ନଥିବା ବେଳେ
Read More...

ନବମ ଓ ଦଶମ ଶ୍ରେଣୀ ଅର୍ଦ୍ଧ ବାର୍ଷିକ ପରୀକ୍ଷା ଘୁଞ୍ଚିଲା…..

ସୂଚନାଯୋଗ୍ୟ, ଗତକାଲି ସମ୍ଭାବ୍ୟ ବାତ୍ୟା ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା। ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ୧୪ ଜିଲ୍ଲାରେ ତିନି ଦିନ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର।ଏଥିପାଇଁ ନବମ ଓ ଦଶମ ଶ୍ରେଣୀରେ
Read More...

ୟେଲୋ ୱାର୍ଣ୍ଣିଂରେ ନୟାଗଡ; ବାତ୍ୟା ମୁକାବୁଲା ପାଇଁ ପ୍ରସ୍ତୁତ ପ୍ରଶାସନ

ୟେଲୋ ୱାର୍ଣ୍ଣିଂରେ ନୟାଗଡ ଜିଲ୍ଲା । ରାଜ୍ୟ ସରକାରଙ୍କ ପାଖରୁ ସମସ୍ତ ଜିଲ୍ଲାକୁ ସତର୍କ କରାଯାଇଛି । ବାତ୍ୟା ଦାନା ମୁକାବିଲା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜିଲ୍ଲାର
Read More...

ବ୍ଲକ ପ୍ରଶାସନର ସ୍ଥାଣୁତା ପାଇଁ “ଦାନା” ବଢ଼ାଉଛି ଭୟ

ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଅବପାତରେ ପରିଣତ ହେବା ସହିତ ଆସନ୍ତାକାଲି ଏହା ବାତ୍ୟାର ରୂପ ନେବ । ୨୪ ତାରିଖ ରାତି ତଥା ୨୫ ତାରିଖ ସକାଳ ସୁଦ୍ଧା ଏହି ସମ୍ଭାବ୍ୟ ବାତ୍ୟା “ଦାନା ” ଉପକୂଳ ଅତିକ୍ରମ
Read More...

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ପ୍ରଦାନ କରିବା ନିମନ୍ତେ କାର୍ଯ୍ୟକ୍ରମ

ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଭାରତ ରତ୍ନ ପ୍ରଦାନ କରିବା ସହ ସଂସଦ ଭବନ ପରିସରରେ ପ୍ରତିମୂର୍ତ୍ତି ସ୍ଥାପନା ତଥା ଫଟୋଚିତ୍ର ସ୍ଥାପନା ନିମନ୍ତେ ଭାରତର ମହାମହିମ
Read More...

ଆସୁଛି ବାତ୍ୟା, ସ୍କୁଲ ବନ୍ଦ ଘୋଷଣା କଲେ ରାଜ୍ୟ ସରକାର ।

ବାତ୍ୟା ଦାନାକୁ ଆଖି ଆଗରେ ରଖି ସ୍କୁଲ ଛୁଟି ଘୋଷଣା କରିଛନ୍ତି ସରକାର । ବାତ୍ୟା ପ୍ରଭାବିତ ୧୪ ଜିଲ୍ଲାରେ ଆସନ୍ତା ୨୩ ତାରିଖରୁ ୨୫ ତାରିଖ ପର୍ୟ୍ୟନ୍ତ ସ୍କୁଲ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି
Read More...