NAYAGADA TODAY-ସର୍ବନିମ୍ନ ମାସିକ ଇପିଏଫ୍ ପେନସନ୍ ୯ ହଜାର ଟଙ୍କା ସହ ମହଙ୍ଗା ଭତ୍ତା (DA) ପ୍ରଦାନ ଏବଂ ସ୍ୱାସ୍ଥ୍ୟ ବୀମା ସୁବିଧା ଦାବିରେ ଅଲ୍ ଓଡ଼ିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍ର ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି। ଦୀର୍ଘ ୧୨ ବର୍ଷ ଧରି ପେନସନ୍ରେ ବୃଦ୍ଧି ହୋଇନଥିବାରୁ ପେନସନଭୋଗୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ଦାବି ପୂରଣ ପାଇଁ ଅନୁରୋଧ କରିଛନ୍ତି।