କୁଆଁରିଆ ନଦୀ ଉପରେ ନୂତନ ସେତୁ ଓ ରାସ୍ତା ନିର୍ମାଣର ଶିଳାନ୍ୟାସ

NAYAGADA TODAY-ରୋଗାବାଦୁ, ପଙ୍କାଳ, ନୂଆପଡ଼ା ଓ ବଳଭଦ୍ରପ୍ରସାଦ ଦେଇ ଜଗନ୍ନାଥପ୍ରସାଦ ପର୍ଯ୍ୟନ୍ତ ରାସ୍ତା ସହ କୁଆଁରିଆ ନଦୀ ଉପରେ ନୂତନ ସେତୁ ନିର୍ମାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏହାଦ୍ୱାରା ଅନେକ ଗ୍ରାମର ଯାତାୟାତ ସୁଗମ ହେବା ସହ ଅଞ୍ଚଳର ବିକାଶକୁ ନୂତନ ଗତି ମିଳିବ। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଓ କଟକ ସାଂସଦ ଭର୍ତ୍ତୃହରି ମହତାବ ଉପସ୍ଥିତ ଥିଲେ

You might also like