ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ଜନ୍ମଦିନରେ ଶୁଭେଚ୍ଛାର ସୁଅ

NAYAGADA TODAY-ବିଜେପିର ବରିଷ୍ଠ ନେତ୍ରୀ ତଥା ନୟାଗଡ଼ର ପୂର୍ବତନ ସାଂସଦ ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ଜନ୍ମଦିନ ଅବସରରେ ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି। ଏଥିସହ ତାଙ୍କ ପ୍ରତି ଯଥୋଚିତ ସମ୍ମାନ ଓ ଶୁଭକାମନା ପ୍ରକାଶ କରାଯାଇଛି।ନୟାଗଡ଼ ଗଡ଼ଜାତର ଅଧିଷ୍ଠାତ୍ରୀ ଦେବୀ ମା’ ବାଉରୀ ଠାକୁରାଣୀଙ୍କ ନିକଟରେ ତାଙ୍କର ସୁସ୍ଥ, ନିରାମୟ ଓ ଦୀର୍ଘ ଜୀବନ କାମନା କରାଯିବା ସହ ଅପାର ବଳ, ବିଦ୍ୟା, ଯଶ ଓ କୀର୍ତ୍ତି ପ୍ରଦାନ ପାଇଁ ପ୍ରାର୍ଥନା କରାଯାଇଛି।

You might also like