NAYAGADA TODAY-ବାଙ୍କସାଳୁଆ ନରସିଂହପ୍ରସାଦ ବାଇପାସ୍ ରାସ୍ତାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଇନୋଭା କାର୍ ଏକ ଅଟୋକୁ ଧକ୍କା ଦେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।ଦୁର୍ଘଟଣା ପରେ ମୃତକଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।ମୃତକ ହେଲେଗୋଡିପଡା ର ଅଟୋ ଡ୍ରାଇଭର ଅlଭାସ ସାହୁ ଓ ସେଇ ଅଟୋ ରେ ଥିବାମହିଳା ଯାତ୍ରୀ ଗୋଡିପଡା ଅଞ୍ଚଳ ର ଯୋଛନ୍ନା ପାତ୍ର, ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣାରେ ସମ୍ପୃକ୍ତ ଇନୋଭା କାର୍କୁ ଜବତ କରିଛି।