NAYAGADA TODAY-ପବିତ୍ର କାର୍ତିକ ପୁର୍ଣିମା ଅବସରରେ ମା’ ଦକ୍ଷିଣକାଳୀଙ୍କ ମନ୍ଦିର ପ୍ରାଙ୍ଗଣ ରେ ଖଣ୍ଡପଡା ରେ ଅବସ୍ଥାପିତ ‘ଉପଖଣ୍ଡ ଆରକ୍ଷୀ ଅଧିକାରୀ କବି ସରୋଜ କୁମାର ସାହୁଙ୍କ ଲିଖିତ ପୁସ୍ତକ “ସ୍ମୃତି ସ୍ମଳନ” ଉନ୍ମୋଚିତ ହୋଇଯାଇଛି ।ଉନ୍ମୋଚନ ଉତ୍ସବରେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ, କବି ଗୋଦାବରୀଶ ମିଶ୍ର, ଶାନ୍ତି କମିଟି ସଭାପତି ବୈକୁଣ୍ଠନାଥ ପ୍ରଧାନ,ଇଟାମାଟି ଯଦୁମଣୀ କ୍ଲବ ସମ୍ପାଦକ ଫକୀର ଚରଣ ବାଇଗଞ୍ଜନ,ବରିଷ୍ଠ ଆଇନଜୀବୀ ପ୍ରଭାତ କୁମାର ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।