NAYAGADA TODAY-ପ୍ରଥମ ଥର ନୟାଗଡ଼ କଂଗ୍ରେସର ରଣନୀତି ପ୍ରସ୍ତୁତ ହେଉଥିବା ବେଳେ ତିନି ଶୀର୍ଷ ସ୍ତରର ନେତା, ରଞ୍ଜିତ ଦାଶ, ମନୋଜ ସାହୁ ଏବଂ ହୁସେନ ଖାନ୍ ଙ୍କୁ ଏକାଠି ଦେଖିବାକୁ ମିଳିଛି । ସମ୍ବିଧାନ ରକ୍ଷା ପାଇଁ ୨୫ ନଭେମ୍ବର ର ଆୟୋଜିତ ହେବାକୁ ଥିବା ମଟରସାଇକେଲ ରାଲି ପାଇଁ କଂଗ୍ରେସ ର ପ୍ରସ୍ତୁତି ବୈଠକରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି l