ନୟାଗଡ ବୋଇତ ବନ୍ଦାଣ ଉତ୍ସବ ର ତୃତୀୟ ସଂନ୍ଧ୍ୟା: ବିଷ୍ଣୁ ମୋହନ୍ କବି ଙ୍କ କଣ୍ଠର ଯାଦୁ ସହ ସମ୍ବଲପୁରି ନୃତ୍ୟରେ ଝୁମିଲେ ଦର୍ଶକ 

NAYAGADA TODAY-ନୟାଗଡ ବୋଇତ ବନ୍ଦାଣ ଯାତ୍ରା ଉତ୍ସବ ର ତୃତୀୟ ସଂନ୍ଧ୍ୟାରେ ବିଷ୍ଣୁ ମୋହନ୍ କବି ଙ୍କ ସୁମଧୁର ଗୀତ ଓ ସମ୍ବଲପୁରି ନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ, ଆଜି ସଂଧ୍ୟାରେ ମୂଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଶ୍ରୀ ଅରୁଣ ସାହୁ ଏବଂ ସମ୍ମାନିତ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘର ନୟାଗଡ଼ ଜିଲ୍ଲା ସଭାପତି ଶ୍ରୀ ଚିତ୍ତରଞ୍ଜନ ମିଶ୍ର ଉପସ୍ଥିତ ଥିଲେ । କମିଟି ସଭାପତି କିଶାନ ଦାସ ମଞ୍ଚ ସଂଯୋଜନା କରିଥିଲେ।

You might also like