NAYAGADA TODAY-ବହୁବିଧ ପ୍ରତିଭାର ଅଧିକାରୀ ତଥା କେନ୍ଦ୍ର, ରାଜ୍ୟ ସରକାର ତଥା ରାଜ୍ୟପାଳ ପୁରସ୍କାରପ୍ରାପ୍ତ କବି, ଲେଖକ, ନୟାଗଡ଼ ଦର୍ପଣ ଓ ଓଡିଶା ଦର୍ପଣର ପୃଷ୍ଠପୋଷକ, ସମାଜ ସଂସ୍କାରକ ଗୀତିକାଲ୍ପ ହରିଶ ପ୍ରଧାନଙ୍କୁ ମିଳିଲା ଡକ୍ଟରେଟ ଉପାଧି। ପବିତ୍ର ଶ୍ରୀକ୍ଷେତ୍ର ଧାମ ପୁରୀଠାରେ ଗତକାଲି ସନ୍ଧ୍ୟାରେ ଏକ ବର୍ଣ୍ଣାଢ୍ୟ ସମାବେଶରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବ ବିଦ୍ୟାଳୟର ଭାଇସ ଚ୍ୟାନସେଲର ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ ମସ୍କୋ ରିଚର୍ଚ୍ଚ ୟୁନିଭରସିଟି ପ୍ରଦତ୍ତ ପ୍ରମାଣପତ୍ର ଭାରତୀୟ ପ୍ରତିନିଧି ସଂସ୍ଥା କ୍ରେଡନ ମିଡିଆ ଦ୍ୱାରା ପ୍ରଦାନ କରାଯାଇଛି