ନାଟୁଗାଁରେ ନବୀକରଣ ଶ୍ମଶାନ ଗୃହ ଉଦ୍‌ଘାଟିତ, ଉଦ୍‌ଘାଟନ କଲେ ବିଧାୟକ ଡ଼. ଅରୁଣ କୁମାର ସାହୁ

NAYAGADA TODAY-ନାଟୁଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାଟୁଗାଁ ଗ୍ରାମରେ ନବୀକରଣ କରାଯାଇଥିବା ଶ୍ମଶାନ ଗୃହକୁ ଉଦ୍‌ଘାଟନ କରିଛନ୍ତି ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ। ଏହି ଅବସରରେ ସ୍ଥାନୀୟ ଜନପ୍ରତିନିଧି, ପଞ୍ଚାୟତର କର୍ମକର୍ତ୍ତା ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ଶ୍ମଶାନ ଗୃହର ନବୀକରଣ ଦ୍ୱାରା ଗ୍ରାମବାସୀଙ୍କୁ ଅନ୍ତିମ ସଂସ୍କାର ସମୟରେ ଆବଶ୍ୟକ ସୁବିଧା ମିଳିପାରିବ। ଏହି ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଗ୍ରାମବାସୀ ବିଧାୟକଙ୍କୁ କୃତଜ୍ଞତା ଜଣାଇଥିଲେ।

You might also like