ନୟାଗଡ଼ ଜିଲ୍ଲାରୁ ରାଜ୍ୟ ସ୍ତରୀୟ ପୁରସ୍କାର ପାଇବେ ୩ ଜଣ ସ୍ୱେଚ୍ଛାସେବୀ

ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ରାଜୀବ ଗାନ୍ଧୀଙ୍କ ଅଗଷ୍ଟ ୨୦ ତାରିଖରେ ୮୦ତମ ଜନ୍ମ ଜୟନ୍ତୀ ଅବସରରେ ଜାତୀୟ ସେବା ଯୋଜନା (NSS) ତରଫରୁ ନୟାଗଡ଼ ଜିଲ୍ଲାରୁ ୩ଜଣ ସ୍ୱେଚ୍ଛାସେବୀ ରାଜ୍ୟସ୍ତୀୟ ରାଜୀବ ଗାନ୍ଧୀ ପ୍ରତିଦା ପୁରସ୍କାର-୨୦୨୪ ପାଇଁ ଚୟନ ହୋଇଥିବା ବେଳେ ଏଥି ମଧ୍ୟରୁ ନୟାଗଡ ସ୍ଵୟଂ ଶାସିତ ମହାବିଦ୍ୟାଳୟରୁ ଛାତ୍ରୀ ସ୍ନେହା ରାଣୀ ସାହୁ, ବର୍ଷା dପ୍ରିୟଦର୍ଶିନୀ ପ୍ରଧାନ ଓ କଣ୍ଟିଲୋ ନୀଳ ମାଧବ ମହାବିଦ୍ୟାଳୟରୁ ଛାତ୍ର ବୃନ୍ଦାବନ ପ୍ରଧାନ ଚୟନ ହୋଇଛନ୍ତି । ଏଥି ନିମନ୍ତେ । ମହାବିଦ୍ୟାଳୟର ଅଧ୍ଯକ୍ଷ,ଅଧ୍ୟାପକ, Nss ର ପୋଗ୍ରାମ ଅଫିସର ତଥା ଅନ୍ୟାନ୍ୟ ବନ୍ଧୁ ବର୍ଗ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

You might also like