NAYAGADA TODAY-ଭାପୁର ବ୍ଳକର ବରିଷ୍ଠ ସାମ୍ବାଦିକ ସ°ଗ୍ରାମ କେଶରୀ ପଟ୍ଟନାୟକଙ୍କ ପିତା ବିରଞ୍ଚି ନାରାୟଣ ପଟ୍ଟନାୟକ ଙ୍କ ଦେହାନ୍ତ ଖବର ଶୁଣି ଉତ୍କଳ ସାମ୍ୱାଦିକ ସ°ଘ ଜିଲ୍ଲା ସଭାପତି ଚିତ୍ତରଞ୍ଜନ ମିଶ୍ର, କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର କୁମାର ଦାସ, ସମ୍ପାଦକ ବୈଦଭୂଷଣ ମହାପାତ୍ର ଙ୍କ ସହ ଜିଲ୍ଲାର ଅନେକ ସାମ୍ୱାଦିକ ବନ୍ଧୁ ବିଜିପୁର ଗ୍ରାମରେ ପହଞ୍ଚି ଶୋକସନ୍ତପ୍ତ ପରିବାରର ଦୁଖରେ ସହଭାଗୀ ହୋଇଥିଲେ।