ଇଟାମାଟି ପୋଲିସର କାର୍ଯ୍ୟାନୁଷ୍ଠାନ, ଗାଳିଗୁଲଜ ଓ ମାଡ଼ପିଟ୍ ସହ ହତ୍ୟା ଧମକ ଅଭିଯୋଗରେ ୪ ଗିରଫ

NAYAGADA TODAY-ଅଭଦ୍ର ଭାଷାରେ ଗାଳିଗୁଲଜ, ମାଡ଼ପିଟ୍ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ଇଟାମାଟି ଥାନା ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଏନେଇ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରାରେ ମାମଲା ରୁଜୁ ପରେ ଗିରଫ ଅଭିଯୁକ୍ତମାନଙ୍କୁ ଗତକାଲି କୋର୍ଟ ଚାଲାଣ କରାଯାଇଛି। ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଅଞ୍ଚଳରେ ଚର୍ଚ୍ଚା।

You might also like