ବ୍ଲକ ସ୍ତରୀୟ ମସ୍ଚ୍ୟ ପ୍ରାଣୀ ସମ୍ପଦ ମେଳାକାର୍ଯ୍ୟକ୍ରମ ଅନୁଷ୍ଠିତ 

NAYAGADA TODAY-ରଣପୁର ବ୍ଲକ ଅନ୍ତର୍ଗତ ମାଆ ମଣିନାଗ ପ୍ରାଙ୍ଗଣ ସ୍ଥିତ କଲ୍ଯାଣ ମଣ୍ଡପଠାରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୬ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ରୂପେ ବାଚସ୍ପତି ସୁରମା ପାଢ଼ୀ ଯୋଗ ଦେଇ ଉଦଘାଟନ କରିବା ସହିତ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଉଭୟ ମତ୍ସ୍ୟ ଚାଷୀ ଓ ପ୍ରାଣୀ ପାଳକମାନଙ୍କ ଭୂମିକା କିପରି ପ୍ରଭାବି ସାବ୍ଯସ୍ତ ହୋଇଛି, ଉକ୍ତ ପ୍ରସଙ୍ଗରେ ବକ୍ତବ୍ଯ ରଖିଥିଲେ l ଏହି ଅବସରରେ ଓଡିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଦ୍ଵାରା ନିର୍ମିତ ଷ୍ଟଲ୍ ବୁଲି ଦେଖିବା ସହ ଉପସ୍ଥିତ ବିଶେଷଜ୍ଞ ଓ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ,ମଞ୍ଚରେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରଙ୍ଗୀନ ମହାନ୍ତି ଏବଂ ବିଭାଗୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ l

You might also like