NAYAGADA TODAY-ଦେଶବ୍ୟାପୀ ଭୋଟ ବଚାଓ ଦେଶ ବଚାଓ ପ୍ରସଙ୍ଗକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିବା ପାଇଁ ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁଡିସିସି କାର୍ଯ୍ୟାଳୟ ପରିସର ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି ଏହି ଅବସରରେ ଏଆଇସିସି କାର୍ଯ୍ୟକର୍ତ୍ତାଙ୍କ ସହଭାଗିତାରେ ଏଆଇସିସି ପର୍ଯ୍ୟବେକ୍ଷକ ଶ୍ରୀ ପି.ସି. ଶର୍ମା ଯୋଗଦେଇ ଭୋଟ ଚୋରି ଓ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ସମ୍ପର୍କିତ ପ୍ରସଙ୍ଗ ଉପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ,ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ରଣଜିତ ଦାସ ଉପସ୍ଥିତ ଥିବା ବେଳେ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ